କ୍ଷୀର ଉତ୍ପାଦନ ଏବଂ ବିକ୍ରି ପାଇଁ ଏଣିକି ଲାଇସେନ୍ସ ଅନିବାର୍ଯ୍ୟ:FSSAI
ନୂଆଦିଲ୍ଲୀ: କ୍ଷୀର ଉତ୍ପାଦନ ଏବଂ ବିକ୍ରି ପାଇଁ ଏଣିକି ଲାଇସେନ୍ସ ଅନିବାର୍ଯ୍ୟ ହେବ।ଦୁଗ୍ଧ ତଥା ଡାଏରି ଉତ୍ପାଦନରେ ବଢ଼ିଚାଲିଥିବା ଅପମିଶ୍ରଣକୁ ରୋକିବାକୁ ଫୁଡ୍ ସେଫ୍ଟି ଅଥରିଟି ଅଫ୍ ଇଣ୍ଡିଆ ତଥା (FSSAI) ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି l ଡାଏରି ସହକାରୀ ସମିତି ସଦସ୍ୟଙ୍କୁ ବାଦ୍ ଦେଲେ , ଅନ୍ୟ ସମସ୍ତ ଦୁଗ୍ଧ ଉତ୍ପାଦକ ଏବଂ କ୍ଷୀର ବିକ୍ରି କରୁଥିବା ସମସ୍ତ କ୍ଷୀର ବ୍ୟବସାୟୀଙ୍କ ପାଇଁ (FSSAI)ରେ ପଞ୍ଜିକରଣ କରିବା ଅନିବାର୍ଯ୍ୟ ହେବ । ବିଭାଗ … Read more