ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ଅସମ୍ମାନ ଓ ପ୍ରୋଟୋକଲ ଉଲ୍ଲଂଘନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖିଛନ୍ତି। ଏଥିରେ ମୋହନ ମାଝୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଜଣେ ସମ୍ମାନିତ ଆଦିବାସୀ ମହିଳା, ତାଙ୍କୁ ପଶ୍ଚିମବଙ୍ଗରେ ଯେଉଁଭଳି ଅଶୋଭନୀୟ ବ୍ୟବହାର କରାଗଲା, ତାହା ସାରା ଦେଶରେ ଜନସାଧାରଣଙ୍କୁ ବ୍ୟଥିତ କରିଛି। ଅନ୍ତର୍ଜାତୀୟ ମହିଳା ଦିବସର ଠିକ୍ ପୂର୍ବରୁ ଏହି ଘଟଣାଟି ଘଟିଥିବାରୁ ବିଶେଷ ଭାବେ ବିଚଳିତ … Read more

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ … Read more

ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦ୍ଦେଶ ଦେଲା ବିଜେଡି

ଭୁବନେଶ୍ୱର: ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡି ରାଜନୀତିରେ ହଲଚଲ ବଢ଼ିଯାଇଛି । ରାଜ୍ୟସଭାରେ କ୍ରସ ଭୋଟିଂ ଓ ଭୋଟ ନାକଚ ଭୟ ବିଜେଡିକୁ ଘାରିଛି । ଏପରିକି ବିଧାୟକ ଭୋଟ ଦେବାକୁ ନ ଆସିବା ଚିନ୍ତା ମଧ୍ୟ ବଢ଼ିଛି । ସେଥିପାଇଁ ବିଧାୟକଙ୍କ ଉପରେ ଦଳ କଡ଼ା ନଜର ରଖିଛି । ନିୟମିତ ବିଧାୟକଙ୍କୁ ନବୀନ ନିବାସ ଡାକି ବୁଝାଯାଉଛି । ମଙ୍ଗଳବାର ପ୍ରାୟ ୧୦ରୁ ଅଧିକ ବିଧାୟକଙ୍କୁ ଡକାଯାଇଥିଲା । ନବୀନଙ୍କ … Read more

ହଟିପାରେ କାଠ ଓ କୋଇଲା ଚୁଲା କଟକଣା; ସଂଧ୍ୟାରେ BMC ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି। ଏମିତି କି ହୋଟେଲ-ରେଷ୍ଟୁରାଣ୍ଟରେ ମେନ୍ୟୁ ମଧ୍ୟ କମିଗଲାଣି। ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଉପରେ। ବ୍ୟବସାୟୀ ମାନେ ଗୋଟିଏ ପ୍ରକାରେ ଧର୍ମସଙ୍କଟରେ ପଡ଼ିଗଲେଣି। କେମିତି ଚାଲିବ ବ୍ୟବସାୟୀ ସେନେଇ ଚିନ୍ତାରେ ଅଛନ୍ତି ।ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଭୁବନେଶ୍ବରରେ ଲାଗୁହୋଇଥିଲା କଟକଣା । ସେହି କଟକଣା ଯୋଗୁଁ କାଠ ଓ କୋଇଲା ଚୁଲାକୁ ବନ୍ଦ କରାଯାଇଥିଲା । ଏମିତିକି … Read more

୫୭ଦିନ ପରେ ଇରାନ ଜେଲରୁ ମୁକ୍ତ ହେଲେ; ମର୍ଚ୍ଚାଣ୍ଟ ନେଭି ଇଞ୍ଜିନିୟର କେତନ ମେହେଟା

ଗାଜିଆବାଦ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ, ଡିଏଲଏଫ କଲୋନୀରେ ରହୁଥିବା ମର୍ଚ୍ଚାଣ୍ଟ ନେଭି ଇଞ୍ଜିନିୟର କେତନ ମେହେଟ୍ଟା ୫୭ ଦିନ ପରେ ଇରାନର ଏକ ଜେଲରୁ ମୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଭାରତୀୟ ଦୂତାବାସର ତତ୍ତ୍ୱାବଧାନରେ ଇରାନର ଏକ ହୋଟେଲରେ ରହୁଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପରେ ତାଙ୍କୁ ଭାରତ ଅଣାଯିବ। କେତନ ମେହେଟ୍ଟାଙ୍କୁ ୬ ଜାନୁଆରୀ ୨୦୨୬ରେ ଇରାନର ବନ୍ଦର ଆବାସ ବନ୍ଦରରେ ଇରାନର ତଟରକ୍ଷୀ ବାହିନୀ ଦ୍ୱାରା ଗିରଫ କରାଯାଇଥିଲା। … Read more

୬୯ ମଣ୍ଡି ନୋଡାଲ ଅଫିସର୍‌ଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

ଜଗତସିଂହପୁର: ଧାନ କିଣା ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀମାନେ ମନ ଇଚ୍ଛା ଅନୁପସ୍ଥିତ ରହିବାରୁ, ନୋଡାଲ ଅଫିସରଙ୍କ ମାସକର ଦରମା ବନ୍ଦ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ଥିବା ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଉପରେ ହୋଇଛି ଆକ୍ସନ । ଏଭଳି କଡ୍ଡା ଆକ୍ସନ ନେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।ଗତ ଫେବ୍ରୁଆରୀ ମାସରେ ଧାନ ମଣ୍ଡିରେ ନିଯୁକ୍ତ ଥିବା ପିଇଓ, ଆରଆଇ ଏବଂ ଭିଏଲଡବ୍ଲ୍ୟୁ ଅଧିକାରୀମାନେ କାହାକୁ କିଛି ନ ଜଣାଇ ଛୁଟିରେ ରହିଛନ୍ତି । ଫେବ୍ରୁଆରୀ … Read more

ବିଜେଡି ଛାଡ଼ିଲେ ପୂର୍ବତନ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା

ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ପତ୍ରରେ ସେ ଲେଖିଛନ୍ତି , “ସମ୍ମାନର ସହିତ, ମୁଁ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ଏମପି ତଥା ପୂର୍ବତନ ଜିଲ୍ଲା ସଭାପତି, ବିଜେଡ଼ି, ବାଲେଶ୍ବର ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି। ମୁଁ … Read more

ଓଡ଼ିଶାରେ ରନ୍ଧନ ଗ୍ୟାସ ସଙ୍କଟ ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ । ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ବିଶେଷ କରି ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗ୍ୟାସ ଅଭାବ ହେବା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା, ତାହାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରନ୍ଧନ ଗ୍ୟାସ ଏବଂ ବିଭିନ୍ନ ତୈଳ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ … Read more

ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଦିଗରେ ସିଆଇଏସ୍‍ଏଫ୍‍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍‍ଏଫ୍‍ର ପ୍ରତିଷ୍ଠା ଦିବସ ଅବସରରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ସମସ୍ତ ସୁରକ୍ଷା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ସିଆଇଏସ୍‍ଏଫ୍‍ର ଉତ୍ସର୍ଗୀକୃତ କାର୍ଯ୍ୟ, ସମର୍ପଣ ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ପ୍ରତିଷ୍ଠାନର ସୁରକ୍ଷା ଦିଗରେ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ ସେ କହିଛନ୍ତି ସିଆଇଏସ୍‍ଏଫ୍‍ ଯବାନମାନଙ୍କ ଅଦମ୍ୟ ସାହସ ଓ ଶୃଙ୍ଖଳାକୁ ଦେଶ ସମ୍ମାନ ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଆଇଏସ୍‍ଏଫ୍‍ … Read more

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

ଭୁବନେଶ୍ୱର: ଓଡିଶା ରେଳ ସଂଯୋଗୀକରଣ ନେଇ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାଜ୍ୟର ୯ଟି ଷ୍ଟେସନ ଦେଇ ଗଡିବ ନୂତନ ଅମୃତ ଭାରତ ଟ୍ରେନ୍। ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ନୂତନ ଅମୃତ ଭାରତ ଟ୍ରେନ୍ ତାମିଲନାଡ଼ୁ କୋଏମ୍ବାଟୁରର ପୋଦାନୁରରୁ … Read more