ହ୍ୱାଟ୍ସଆପ୍ ଉପଭୋକ୍ତାଙ୍କ ଫୋନ୍ ନମ୍ବର,ପ୍ରୋଫାଇଲ୍ ଫଟୋ ଲିକ୍
ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ୱାଟ୍ସଆପ୍ରେ ଏକ ବଡ଼ ତ୍ରୁଟି ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ଫୋନ୍ ଉପଭୋକ୍ତାଙ୍କ ଫୋନ୍ ନମ୍ବର ଏବଂ ଅନେକଙ୍କର ପ୍ରୋଫାଇଲ୍ ଫଟୋ ଲିକ୍ ହୋଇଯାଇଥିବା ଜଣାପଡ଼ିଛି। ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ‘ଫ୍ଲ’କୁ ଆବିଷ୍କାର କରିଛନ୍ତି। ହ୍ୱାଟ୍ସଆପ୍ ‘କଣ୍ଟାକ୍ଟ ଡିସ୍କଭରି’ ଟୁଲ୍ରେ ଥିବା ‘ରେଟ୍ ଲିମିଟିଂ’ ଅଭାବ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। ଏହି ତ୍ରୁଟି ଯୋଗୁଁ ଗବେଷକମାନେ ସରଳ ଟେକ୍ନିକ୍ ବ୍ୟବହାର କରି ୩.୫ ବିଲିୟନ ସକ୍ରିୟ ହ୍ୱାଟ୍ସଆପ୍ ଆକାଉଣ୍ଟ୍ର ଫୋନ୍ … Read more