OHRCରେ ପ୍ରଶାସନିକ ଅଚଳାବସ୍ଥା: ଜଣେ ସଦସ୍ୟଙ୍କ ଭରସାରେ କମିଶନ
ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ(ଓଏଚ୍ଆର୍ସି) କାର୍ଯ୍ୟାଳୟକୁ ଫୋନ୍ କଲେ ମିଳୁନି ଉତ୍ତର । ଅଚଳ ଅବସ୍ଥାରେ ଓଡ଼ିଶା ମାନବାଧିକାର କମିଶନ । ସମ୍ବେଦନଶୀଳ ମାମଲାର ହୋଇପାରୁନି ଶୁଣାଣି । ଦେଢ଼ ମାସ ହେଲାଣି ମାତ୍ର ଜଣେ ସଦସ୍ୟଙ୍କୁ ନେଇ ଚାଲିଛି ଓଏଚ୍ଆର୍ସି । ଦୀର୍ଘଦିନ ହେବ ଅନ୍ଲାଇନ୍ ଯୋଗେ ଅଭିଯୋଗ କରିବା ପରେ କୌଣସି ଉତ୍ତର ନ ପାଇବାରୁ ଅଭିଯୋଗକାରୀମାନେ ଟେଲିଫୋନ୍ରେ ଯୋଗାଯୋଗ କରୁଛନ୍ତି । କେହି ଫୋନ୍ ଉଠାଉନାହାନ୍ତି । ଜଣେ ସାମାଜିକ କର୍ମୀ ବୁଧବାର … Read more