December 7, 2025 2:53 am

ପରଲୋକରେ ଗଞ୍ଜାମର ଲୋକନୃତ୍ୟ ଗୁରୁ ରଘୁନାଥ ଶତପଥୀ

ବ୍ରହ୍ମପୁର: ଗଞ୍ଜାମର ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ ଘରେ ଘରେ ପରିଚିତ ଥିବା ବେଳେ ଏହାର ମୁଖ୍ୟ କର୍ଣ୍ଣଧାର ରଘୁ ମାଷ୍ଟ୍ରେ ଓରଫ୍ ରଘୁନାଥ ଶତପଥୀ ବେଶ୍ ପରିଚିତ । ଏହି ଲୋକକଳାର ପ୍ରଚାର   ପ୍ରସାର ପାଇଁ ଦିନ ରାତି ଏକ କରିଦେଇଥିଲେ ସ୍ୱର୍ଗତ ରଘୁମାଷ୍ଟ୍ରେ । ୧୪.୦୭.୧୯୪୨ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମର ଜନ୍ମିତ ସ୍ୱର୍ଗତ ଶତପଥୀ ଲୋକକଳା ପ୍ରତି ନିଜର   ନିଷ୍ଠା ପାଇଁ ଘରେ ଘରେ ପରିଚିତ ଥିଲେ । ତାଙ୍କରି କଳାପ୍ରତି … Read more

ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଜାନୁଆରୀ ୨୮ରୁ 

ଭୁଆନେଶ୍ଵର: ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଜାନୁଆରୀ ୨୮ରୁ  ଆରମ୍ଭ ହେବ। ଏହି ଚେସ୍ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟର ମୋଟ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରଖାଯାଇଛି । ଇନ୍‌ଟରନ୍ୟାସ୍‌ନାଲ୍ ଚେସ୍ … Read more

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୪୧ ମାସରେ ୪ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ 

ଭୁବନେଶ୍ୱର:  ଜୀବନବିନ୍ଦୁ କାର୍ଯ୍ୟକ୍ରମ  ଓଡିଶାରେ ଲକ୍ଷ ଲକ୍ଷ ଲୋକଙ୍କ ଆଶା ଓ ଭରସା ହୋଇପାରିଛି। ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୪୧ ମାସରେ ସଂଗ୍ରହ ହୋଇଛି ୪ଲକ୍ଷ ୟୁନିଟ୍ ରକ୍ତ । କେବଳ ଚଳିତ ବର୍ଷ ୧ଲକ୍ଷ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗୃହୀତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ଏହି ରକ୍ତ ସଂଗ୍ରହ ହୋଇଛି ।  ଯେପରି ରକ୍ତ ବିନା ଓଡ଼ିଶାବାସୀଙ୍କ ଜୀବନ ବିପଦରେ ନପଡ଼ିବ, ଏହାକୁ … Read more

ଏମ୍‌ସ ଭୁବନେଶ୍ୱରରେ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ 

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ ହୋଇଯାଇଛି। ମଙ୍ଗଳବାର ହୋଇଥିବା ସଫଳ ପରୀକ୍ଷଣର ଦୁଇ ଦିନ ପରେ, ଏହି ଜାତୀୟ ଅନୁଷ୍ଠାନ ସ୍ବଳ୍ପ ସମୟ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦିର ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି। ଏମ୍‌ସ ଭୁବନେଶ୍ୱର ପରିସରରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ … Read more

ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ‌ରେ ଅଭିନୟ କରିବେ ରଣବୀର କପୁର

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ଅଭିନୟ କରିବେ ଅଭିନେତା ରଣବୀର କପୁର। ଦୀର୍ଘ ୧୭ ବର୍ଷର ବିବାଦ ଉପରେ ‌ଶେଷରେ ପୂର୍ଣ୍ଣଛେଦ  ପକାଇ ଶେଷରେ ଭଂସାଲୀ ତାଙ୍କର ଆଗାମୀ ଚଳଚ୍ଚତ୍ର ‘ଲଭ୍ ଆଣ୍ଡ ୱାର’ରେ ରଣବୀରଙ୍କକୁ ସାଇନ୍‌ କରାଇଥିବା ଘୋଷଣା ହୋଇଛି। ସଞ୍ଜୟ ଲୀଲା ଭଂସାଲୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ ୱାର’ରେ ନଜର ଆସିବେ ହିଟ୍ ଯୋଡି। ୩ସୁପରଷ୍ଟାର କରିବେ ସ୍କ୍ରିନ ସେୟାର। ପୂର୍ବରୁ ଏହି ୩ଜଣ ଏକାଠି କାମ କରିନଥିବା ବେଳେ ପ୍ରଥମ … Read more

ବିଜେପିକୁ ଫେରିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତରେ କଂଗ୍ରେସ ଏକ ବଡ  ଝଟକା ଲାଗିଛି।  ୨୦୨୩ ଏପ୍ରିଲରେ ଦଳରେ ଯୋଗଦେଇଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପା ଏବଂ ରାଜ୍ୟ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି | ଉଲ୍ଲେଖ ଥାଉ କି ବିଜେପି ଛାଡି ଗତ ବର୍ଷ ଏପ୍ରିଲରେ କଂଗ୍ରେସରେ ଯୋଗ ଦେଇଥିଲେ।କର୍ଣ୍ଣାଟକରେ … Read more

ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟ ଲୋକାର୍ପିତ

ସତ୍ୟବାଦୀ: ଓଡିଆ ଅସ୍ମିତା ପାଇଁ ଲୋକାର୍ପିତ ହୋଇଛି ନୂତନ ସୌଧ । ଆଉ ଏହି ମୁହୁର୍ତର ମୁକସାଖୀ ହୋଇଛି ସତ୍ୟବାଦୀ । ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ସତ୍ୟବାଦୀର ପଂଚସଖା କ୍ରୀଡ଼ାଙ୍ଗନ ପରିସରରେ ଭର୍ଚୁଆଲ ମାଧ୍ୟମରେ ନୂଆ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଓଡିଆ ଭାଷା ଓ ପାରମ୍ପରିକ ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଛି ଓଡିଆ ବିଶ୍ୱବିଦ୍ୟାଳୟ । ୪ ବର୍ଷରେ ନିର୍ମାଣ କାମ ସରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି … Read more

କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ପ୍ରଭାତ କୁମାର ମହାରଣା ହିଞ୍ଜିଳିକାଟୁ:  ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପ୍ରେକ୍ଷୀରେ ଆୟୋଜିତ “ନୂଆ-ଓ” ସାହିତ୍ୟ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ ଆଜି ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କଞ୍ଚୁରୁ ରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ୍ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସଭା ମୁଖ୍ୟ ଭାବେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଏଲ୍.ଗୋରୀ ଆଚାରୀ,ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଦନ ମୋହନ ସେଠୀ,ମୁଖ୍ୟ … Read more

ଶିମିଳିପାଳରେ ଅଭୟାରଣ୍ୟରେ ହେବ ବିଶ୍ଵର ପ୍ରଥମ  କଳାବାଘ ସଫାରୀ

ଭୁବନେଶ୍ୱର: ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ ପର୍ଯ୍ୟଟକମାନେ ସଫାରୀ ଭିତରେ ବିରଳ କଳାବାଘ ଦେଖିବାର ସୁଯୋଗ ପାଇବେ। ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି।  ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ପ୍ରସ୍ତାବକୁ ଏନଟିସିଏର ଅନୁମୋଦନ ମିଳିବା ପରେ, ସ୍ବତନ୍ତ୍ର ଟିମ୍ କ୍ଷେତ୍ର ପରିଦର୍ଶନ କରିବ। ୨ଶହ ହେକ୍ଟର ଏରିଆ ଏନଏଚ-୧୮ କଡରେ ହେବ ସଫାରୀ । ୧ଶହ … Read more

ସୁବୋଧ କୁମାର ନାୟକ ଚାନ୍ଦିପୁର ପିଏକ୍ସଇର ନୂଆ ନିର୍ଦ୍ଦେଶକ

ବାଲେଶ୍ଵର: ଚାନ୍ଦିପୁର ପିଏକ୍ସଇ(ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ନିର୍ଦ୍ଦେଶକ ଭାବେ ବୈଜ୍ଞାନିକ(ଜି) ସୁବୋଧ କୁମାର ନାୟକ ଯୋଗଦାନ କରିଛନ୍ତି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର  ଶ୍ରୀ ନାୟକ ୧୯୯୧ ମସିହାରେ ଉକ୍ତ ଅନୁଷ୍ଠାନରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ସମ୍ମାନ ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ଭାରତୀୟ ବୈଷୟିକ ଅନୁଷ୍ଠାନ ମୁମ୍ବାଇରୁ ଏରୋସ୍ପେସ ଇଂଜିନିୟରିଂରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିଲେ। ସେ ଡିଆଇଏଟି ପୁନେରୁ ଫେଲୋସିପ୍‌ ସମାପ୍ତ କରିବା ପରେ ୧୯୯୪ ସେପ୍ଟେମ୍ବର … Read more