December 7, 2025 4:36 am

ରଜନୀକାନ୍ତ ୧ମିନିଟକୁ ନେଲେ ୧କୋଟି ଟଙ୍କାର ପାରିଶ୍ରମିକ

ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ରଜନୀକା ସିନେମା ପ୍ରେମୀଙ୍କ ପାଇଁ ଭଗବାନ। ତାଙ୍କର ଯେକୌଣସି ଚଳଚ୍ଚିତ୍ର ହେଉ ଟ୍ରେଲର ଠାରୁ ଆରମ୍ଭ କରି ସିନେମା ରିଲିଜ ତାରିଖକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଥାଆନ୍ତି। ଏଥିସହିତ ସିନେମାର ସୁଟିଂଠାରୁ ଆରମ୍ଭ କରି ରିଲିଜ ଶେଷ ହେବା ପର୍ଯ୍ୟନ୍ତ ରଜନୀକାନ୍ତ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ‘ଲାଲ ସଲାମ’ ସିନେମାର ଟିଜର ରିଲିଜ ହୋଇଛି। ଏଥିରେ ରାଜନୀକାନ୍ତଙ୍କୁ ଖବୁ ଅଳ୍ପ ସମୟର ଅଭିନୟ ରହିଥିବା ଜଣାପଡ଼ିଛି। କହିବାକୁ ଗଲେ ସିନେମାରେ ତାଙ୍କର … Read more

ଏନଡ଼ିଏ ମେଣ୍ଟକୁ ଆସିବା ପାଇଁ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ମିଳିପାରେ ନିମନ୍ତ୍ରଣ!

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ନେଇ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି | ବିଶେଷ ସୂତ୍ରଗୁଡିକରୁ ପ୍ରକାଶ ଯେ ରାଜ ଠାକରେ ଏନଡିଏରେ ଯୋଗ ଦେଇପାରନ୍ତି। ବିଜେପି ରାଜ ଠାକରେଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ କରିଛି। ବାସ୍ତବରେ ଗତକାଲି ରାଜ ଠାକରେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ବିଶେଷ କରି ରାଜ ଠାକରେଙ୍କର ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ ପ୍ରଭାବ ରହିଛି । ଆଉ ଗତକାଲି ଏମଏନଏସ ମୁଖ୍ୟଙ୍କ ସହ … Read more

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର 

ନୂଆଦିଲ୍ଲୀ:  ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ବୁଧବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ନିତୀଶ ଏନଡିଏରେ ସାମିଲ ହୋଇ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ଫେବ୍ରୁଆରି ୧୨ ତାରିଖରେ ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାର ପାଞ୍ଚ ଦିନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଛି। ଜାନୁଆରି ୨୮ ତାରିଖରେ ବିହାରରେ ଜାତୀୟ ଗଣତାନ୍ତ୍ରିକ … Read more

ଓଡିଶାରେ ୧୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ: ନବୀନ

ଭୁବନେଶ୍ଵର: ବହୁଚର୍ଚ୍ଚିତ ନୟାଗଡ଼ର ଶିଶୁକନ୍ୟା ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହରେ ବିବୃତି ରଖିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି- ପରୀ ଘଟଣାରେ ଦୋଷୀ ଗତକାଲି ଦଣ୍ଡ ପାଇସାରିଛି। ପରୀ ଭଳି ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି। ନିର୍ବାଚନ ସମୟରେ ରାଜନୀତି ହେବା କଥା। କିନ୍ତୁ ବିରୋଧୀ ହୀନ ରାଜନୀତି କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଏସକେୱାଇ କାର୍ଡ … Read more

ସମାଜକୁ ଉଚିତ ରାସ୍ତା ଦେଖାଇବାରେ ସାହିତ୍ୟର ଭୂମିକା  ଗୁରୁତ୍ୱପୂର୍ଣ୍ଣ : ପାଣ୍ଡିଆନ୍

ଭୁବନେଶ୍ୱର: ସମାଜକୁ ଉଚିତ ରାସ୍ତା ଦେଖାଇ ଏହାର ଦୁର୍ବଳତା  ନିରାକରଣ ନିମନ୍ତେ ସାହିତ୍ୟିକମାନେ ମନୋନିବେଶ କରିବା ଆବଶ୍ୟକ ବୋଲି କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ସାହିତ୍ୟ ସମାଜର ଦର୍ପଣ ସଦୃଶ ଯାହାକି ସମାଜର ଅନ୍ତର୍ନିହିତ ଅନ୍ୟାୟକୁ ସାମ୍ନାକୁ ଆଣିବା ସହ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ … Read more

କିମ୍‌ସ ହସ୍ପିଟାଲରେ କ୍ୟାନସର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) କ୍ୟାନସର ହସ୍ପିଟାଲ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନ ପଦଯାତ୍ରା କିମ୍‌ସ କ୍ୟାନସର ହସପିଟାଲରୁ ବାହାରି ପଟିଆ ଛକ ପର୍ଯ୍ୟନ୍ତ ଯାଇଥିଲା । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଅଧ୍ୟାପକ, ଛାତଛାତ୍ରୀ ଏବଂ କିମ୍‌ସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । … Read more

ସାନଖେମୁଣ୍ଡିରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟ ଆସର ଆଲୋଚନାଚକ୍ର କବିତା ପାଠ ଉତ୍ସବ

ଶାନ୍ତନୁ କୁମାର ରଣା  ସାନଖେମୁଣ୍ଡି: ରାଜ୍ୟବ୍ୟାପୀ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପାଳନ ଅବସରରେ ଆଜି ସାନଖେମୁଣ୍ଡି ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ କଳା ସଂସ୍କୃତି ସାହିତ୍ୟ ଭିତ୍ତିକ ଉତ୍ସବ ଓ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରଯାଇଥିଲା।କବି ସାହିତ୍ୟିକ କଳାକାର ମାନଙ୍କ ସମାବେଶରେ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବୈଜୟନ୍ତୀ … Read more

ବାବା ସାହେବ ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ୍‌ଷ୍ଟାଣ୍ଡ ଭାରତୀୟ ସମ୍ବିଧାନର ଅନ୍ୟତମ ପ୍ରଣେତା  ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା … Read more

ଜିଓର ନୂତନ ବୁଷ୍ଟର ପ୍ଳାନ: ୧୦୧ ଟଙ୍କାରେ ମିଳିବ ୧୦୦ଜିବି ଡାଟା

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଟେଲିକମ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ନିକଟ‌ରେ ଦୁଇଟି ନୂଆ ଏୟାରଫାଇବର ପ୍ଲାନ ଲଞ୍ଚ କରିଛି। ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନି ଏୟାରଫାଇବର ଗ୍ରାହକଙ୍କ ପାଇଁଦୁଇଟି ନୂତନ ବୁଷ୍ଟର ପ୍ଲାନ ଲଞ୍ଚ କରିଛି। ଜିଓ ଏୟାରଫାଇବର କମ୍ପାନିର ୫ଜି ୱୟ‌ାରଲେସ ଇଣ୍ଟରନେଟ ସେବା ରହିଛି।  ଜିଓ ଏୟ‌ାରଫାଇବରକୁ ସର୍ବପ୍ରଥମେ ଗ୍ର‌ାହକଙ୍କ ପାଇଁ  ୨୦୨୩ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ ଲଞ୍ଚ କରାଯାଇଥିଲା।  ସେ ସମୟରେ ଗ୍ରାହକଙ୍କ ପାଖରେ ୪୦୧ଟଙ୍କାର ଡାଟା … Read more

୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନ୍‌ରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୮ ତାରିଖ ଯାଏଁ ଜାରି ରହିବ ।  ଏହି ସମ୍ମିଳନୀର ଆଜି ଉଦ୍‌ଯାପନୀ ହେବାକୁ ଥିବା ବେଳେ ଏହାକୁ ଆଉ ୩ ଦିନ ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ୫ ବର୍ଷରେ ଥରେ ଏହି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରାଯିବ। ସୂଚନାଯୋଗ୍ୟ, ସାରା ବିଶ୍ୱରେ ଓଡ଼ିଆ ଭାଷାର … Read more