ଅରୁଣ ସାହୁଙ୍କ ବହି “ପୀଡ଼ା”କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା
ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ରଚିତ ଜୀବନଧର୍ମୀ ପୁସ୍ତକ ‘ପୀଡ଼ା’ ଓ ସୁଗମ ସଙ୍ଗୀତ ଶୀତୁଆ ସନ୍ଧ୍ୟାର ଲୋକାର୍ପଣ ହୋଇଛି। ଅରୁଣଙ୍କ ବହି “ପୀଡ଼ା”କୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଓଡ଼ିଆ ପଢି ନ ଆସିବା, ଲେଖି ନ ଆସିବା ଠାରୁ ବଳି ଅପମାନ ଜନକ କଥା କିଛି ନାହିଁ ବୋଲି ଏଥିରେ ଲେଖିଛନ୍ତି ଅରୁଣ। ତେବେ କାହା ଉଦ୍ଦେଶ୍ୟରେ ଅରୁଣ ଏହି ପ୍ରସଙ୍ଗଟିକୁ ଲେଖିଛନ୍ତି … Read more