SCBରେ ଜୁନିଅର ଡାକ୍ତରଙ୍କ ବିକ୍ଷୋଭ: OMSA ର ସମର୍ଥନ
କଟକ: ଜାତୀୟ ଡାକ୍ତର ଦିବସରେ କଳା ବ୍ୟାଜ୍ ପିନ୍ଧି ଡାକ୍ତରମାନେ ପ୍ରତିବାଦ କରିଛନ୍ତି । କଟକ SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଜୁନିଅର ଡାକ୍ତର ସଂଘ (JDA) ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA)ର ସମର୍ଥନରେ ନିଜର ନ୍ୟାୟ ପାଇଁ ପ୍ରତିବାଦ କରିଛି । ସରକାର ସମସ୍ୟାର ସମାଧାନ ନକଲେ ଆଗକୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଏସସିବି JDA । SCBରେ 1000ରୁ ଅଧିକ ଜୁନିୟର ଡାକ୍ତର କଳା ବ୍ୟାଜ୍ … Read more