ବାଲି ସୈରାତ ବାତିଲ କ୍ଷମତା ତହସିଲଦାରଙ୍କ ନାହିଁ:ହାଇକୋର୍ଟ
କଟକ: ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନ ଥିଲେ ମଧ୍ୟ ରାଜ୍ୟରେ ତହସିଲଦାରମାନେ ବାଲି ସୈରାତ ଉତ୍ସ ନିଲାମ ବାତିଲ ଭଳି ନିର୍ଦେଶ ପ୍ରଦାନ କରୁଥିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୨ ଡିସେମ୍ବର ୨୮ରୁ ଓଡ଼ିଶା ମାଇନର ମିନେରାଲ କନ୍ସେସନ୍ (ଓଏମଏମସି) ରୁଲ୍ସର ସଂଶୋଧନ ଲାଗୁ ହେବା ପରେ ବାଲିଘାଟ ଲିଜ୍ ସମ୍ବନ୍ଧୀୟ ନିଷ୍ପତ୍ତି ନେବାର … Read more