୨୦୨୩ ଓ ୨୦୨୪ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ପ୍ରଣୟନ ହେବ ନୂତନ ‘ଚଳଚ୍ଚିତ୍ର ନୀତି’
ଭୁବନେଶ୍ବର: ଶୁକ୍ରବାର ଲୋକସେବା ଭବନଠାରେ ୨୦୨୩ ଓ ୨୦୨୪ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଉଭୟ ବର୍ଷ ଲାଗି ମୋଟ ୫୨ଟି ଚଳଚ୍ଚିତ୍ର ଆବେଦନ ହୋଇଥିଲାବେଳେ ୩୫ଟି ସିନେମା ପୁରସ୍କାର ଲାଗି ମନୋନୀତ ହୋଇଥିଲା। ପୁରସ୍କାର ଚୟନ ଲାଗି ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସଙ୍କ ଅଧ୍ଯକ୍ଷତାରେ ଏକ ୭ ଜଣିଆ କମିଟି ଗଠନ … Read more