ମାଆ କୋଳରୁ ଶିଶୁପୁତ୍ର ଚୋରି ଘଟଣା
ଭୁବନେଶ୍ୱର: ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ରେଳ ଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି ଅଭିଯୋଗ । ରେଳ ଷ୍ଟେସନରେ ବାପା-ମା’ ଓ ଶିଶୁ ପୁତ୍ର ଶୋଇଥିବା ବେଳେ କେହି ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ନିରାକାରପୁର ରେଳବାଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ନେଇ ରେଳବାଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ନିରାକାରପୁର ରେଳ ଷ୍ଟେସନର ପ୍ଲାଟଫର୍ମରେ ରାତ୍ରିଯାପନ କରିଥିଲେ ନୟାଗଡ଼ ଜିଲ୍ଲା … Read more