ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରୁ ସୋମବାର ଦିନ ଜଣାଶୁଣା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ ତଥା ଚିତ୍ରନାଟ୍ୟ ଲେଖକ ଏସ୍.କେ. ମୁରଲୀଧରନ୍ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ମନୋରଞ୍ଜନ ଜଗତ ସ୍ତବ୍ଧ ହୋଇପଡ଼ିଛି। କେଉଁ ପରିସ୍ଥିତିରେ ଏବଂ କିଭଳି ଭାବେ ତାଙ୍କର ମୃତ୍ୟୁ ଘଟିଲା, ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏସ୍.କେ. ମୁରଲୀଧରନ୍ ଓଡ଼ିଆ ଚଳଚ୍ଚିତ୍ର ଜଗତର … Read more