ବିଚାରଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ:ରବିବାର ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ଝୁଲନ୍ତା ମୃତ ଦେହ ଶୌଚାଳୟରୁ ଉଦ୍ଧାର ହୋଇଛି । ସେ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତିରଞ୍ଜନ ସ୍ୱାଇଁ l୨୦୨୩ରେ ଏକ ଦୁଷ୍କର୍ମ ଅଭିଯୋଗରେ ଦୀପ୍ତି ରଞ୍ଜନ ଗିରଫ ହୋଇଥିଲେ । ଆଜି ଝୁଲନ୍ତା ଅବସ୍ଥାରେ ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛି । … Read more