ହାଇଟେକ୍‌ ଦୁର୍ଘଟଣା: ତୃତୀୟ ବ୍ୟକ୍ତି ଦିଲୀପ ସାମନ୍ତରାୟ ବୋଲି ଡିଏନ୍‌ଏ ରିପୋର୍ଟ ଆସିଲା

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ହାଇଟେକ୍‌ ମେଡିକାଲ କଲେଜ୍‌ ଏବଂ ହସ୍‌ପିଟାଲରେ ହୋଇଥିବା ଦୁର୍ଘଟଣା ରାଜ୍ୟରେ ଦୁଖର ଛାୟା ଖେଳାଇଥିବାବେଳେ, ଗତବର୍ଷ ଡିସେମ୍ବର ୩୦ ତାରିଖ ଦିନ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନ୍‌ଏ ରିପୋର୍ଟ ଆଜି ଆସିଛି। ଏହି ରିପୋର୍ଟ ଆସିଲା ପରେ ମୃତହେଦ ଦିଲୀପ ନା ଜ୍ୟୋତି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି। ଡିଏନ୍‌ଏ ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ବ୍ୟକ୍ତିଙ୍କର ନାମ ହେଉଛି ଦିଲୀପ ସାମନ୍ତରାୟ। ତୃତୀୟ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରାଯିବାରେ … Read more

ରାୟଗଡା ଜିଲ୍ଲା ଖାଉଟି ଅଦାଲତରେ ସୋନି କମ୍ପାନି ଦଣ୍ଡିତ 

ରାୟଗଡା: ରାୟଗଡା ଜିଲ୍ଲା ଖାଉଟି ଅଦାଲତରେ ଇଲେକ୍ଟ୍ରୋନିକ୍ସ  ସାମଗ୍ରୀ ଉତ୍ପାଦନକାରି କମ୍ପାନୀ   ସୋନି  ଦଣ୍ଡିତ ହୋଇଛି। ଅଦାଲତର  ନିର୍ଦ୍ଦେଶ ପରେ ସୋନି କମ୍ପାନୀ ଦୁଇ ଜଣଙ୍କୁ ଗ୍ରାହକଙ୍କୁ ସେମାନଙ୍କ କ୍ୟାମେରାର କ୍ରୟ ମୂଲ୍ୟ ଅନୁଯାୟୀ ଟଙ୍କା ଫେରସ୍ତ କରିଛି। ସୂଚନା ଅନୁଯାୟୀ ରାୟଗଡାର ଆହ୍ୱାନର ସାମ୍ବାଦିକ ସୁରେଶ ଚନ୍ଦ୍ର ଦାସ ଓ କନକ ନିୟୁଜର ରାୟଗଡା ପ୍ରତିନିଧି ସିମାଞ୍ଚଳ ପଣ୍ଡା ଦୁହେଁ ନିଜର ପ୍ରଫେସନ ପାଇଁ ସୋନିର ଦୁଇଟି କ୍ୟାମେରା କିଣିଥିଲେ। କିନ୍ତୁ ଗ୍ୟାରେଣ୍ଟି ସମୟ … Read more

ଅଣ ଗେଜେଟେଡ ବନସେବା ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ଶାନ୍ତନୁ କୁମାର ରଣା  ବ୍ରହ୍ମପୁର: ସ୍ଥାନୀୟ ଡାଇମଣ୍ଡ ଯୁବୁଲୀ ଟାଉନ ହଲ ପରିସରରେ ଓଡ଼ିଶା ଅଣ ଗେଜେଟେଡ ବନସେବା ସଂଘ ର ରାଜ୍ୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସେହିପରି ସମ୍ମାନିତ ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା … Read more

ଆର୍ବଜନା ମୁକ୍ତ ସହର ପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବ ଚିକିଟି ଏନ୍ଏସି

ଶାନ୍ତନୁ କୁମାର ରଣା  ଚିକିଟି :ସହରକୁ ସ୍ବଚ୍ଛ ସୁନ୍ଦର କରିବା ଦିଗରେ ଚିକିଟି ବିଜ୍ଞାପିତ ଅଞ୍ଚଳର ବଜାର ସମେତ ସମସ୍ତ ୱାର୍ଡ ସର୍ବାଙ୍ଗୀନ ଉନ୍ନତି ପାଈଁ ବହୁ ବିଧି ପଦକ୍ଷେପ ଗ୍ରହଣ କରାଯାଉଛି। ପରିମଳ ଠାରୁ ଆରମ୍ଭ କରି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ବର୍ତ୍ତମାନ ଆର୍ବଜନା ମୁକ୍ତ ସହର ଭାବେ ଜାତୀୟ ସ୍ତରରେ ଚୟନ ହୋଇ ରାଷ୍ଟ୍ରପତିଙ୍କ … Read more

ଗୋପାଳପୁରକୁ ଓଡ଼ିଏଫ୍ ପ୍ଲସ୍  ମାନ୍ୟତା

ଶାନ୍ତନୁ କୁମାର ରଣା  ଗୋପାଳପୁର: ଗତ ବର୍ଷ କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିରପେକ୍ଷ ସର୍ବେକ୍ଷଣ ଦଳ ଗୋପାଳପୁର ଏନ୍‌ଏସିରେ ପରିମଳ ଓ ସ୍ୱଚ୍ଛତା ଉପରେ ସର୍ଭେ କରି ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରିଥିଲେ । ଏହାର ରିପୋର୍ଟ ଫଳାଫଳ ପ୍ରକାଶ ପାଇଛି । ଏଥିରେ ବାହ୍ୟ ମଳତ୍ୟାଗ ବର୍ଜନ କ୍ଷେତ୍ରରେ ଗୋପାଳପୁର ଏନ୍‌ଏସିକୁ ଓପନ ଡ଼ିଫକେସନ୍ ଫ୍ରି ପ୍ଲସ୍ ପ୍ଲସ ମାନ୍ୟତା ମିଳିଛି । ଏନ୍‌ଏସି … Read more

ବ୍ରହ୍ମପୁର ବ୍ରେଲ ପ୍ରେସ୍ ମ୍ୟାନେଜର ସମ୍ମାନୀତ

ଶାନ୍ତନୁ କୁମାର ରଣା  ବ୍ରହ୍ମପୁର: ପଞ୍ଚାୟତ ରାଜ ତାଲିମ୍ ଭବନର ଲୁଇବ୍ରେଲ୍‌ଙ୍କ ୧୧୫ତମ ଜୟନ୍ତୀ ତଥା ବିଶ୍ୱ ବ୍ରେଲ୍ ଦିବସ ପାଳିତ ହୋଇଛି । ଏହି ଅବସରରେ ୧୯୮୬ ମସିହାରୁ ବ୍ରହ୍ମପୁର ସହରରେ ପ୍ରତିଷ୍ଠିତ ଏକମାତ୍ର ବ୍ରେଲ୍ ପ୍ରେସ୍‌ର ମ୍ୟାନେଜର ପ୍ରକାଶ ନାରାୟଣ ରଥଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ଓଡ଼ିଶାର ୩୨ଟି ଦୃଷ୍ଟିହୀନ ବିଦ୍ୟାଳୟକୁ ବ୍ରେଲ୍ ପୁସ୍ତକ ପ୍ରଦାନ କରିବାରେ ବ୍ରହ୍ମପୁର ବ୍ରେଲ୍ ପ୍ରେସ୍‌ର ଅବଦାନ ରହିଛି । କାର୍ଯ୍ୟକ୍ରମରେ ବିଭାଗୀୟ … Read more

ଫେବୃଆରୀରୁ ଇ-ବସ ଗଢ଼ିବ,ହଳଦିଆପଦର ବସ୍‌ଷ୍ଟାଣ୍ଡ୍‌ରେ ଚାର୍ଜିଙ୍ଗ ଷ୍ଟେସନ

ଶାନ୍ତନୁ କୁମାର ରଣା  ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ଗମନାଗମନ ସୁବିଧା ପାଇଁ ସରକାର ୧୧୦ଟି ବସ୍ ଯୋଗାଇବେ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ୫୦ଟି ଓ ରାଜ୍ୟ ସରକାର ୬୦ଟି ମୋ-ବସ୍ ଯୋଗାଇବେ । ସମସ୍ତ ବସ୍ କ୍ୟାପିଟାଲ୍ ରେଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ପରିଚାଳନା କରିବ । ୨୦୨୩ ନଭେମ୍ବର ୨୯ତାରିଖରେ କ୍ରୁଟ୍‌ର ବୋର୍ଡ଼ ମିଟିଂରେ ଏହି ନିଷ୍ପତ୍ତି ହୋଇଛି । ଜାନୁଆରୀ ଶେଷ କିମ୍ବା ଫେବୃଆରୀରୁ ଏହି ସମସ୍ତ … Read more

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟ ଜାନୁଆରି ୮ରେ,ନିୟୋଜିତ ‌ହେବେ ୩୨ ଟିମ୍‌

ଭୁବନେଶ୍ଵର: ଆସନ୍ତାକାଲି, ଜାନୁଆରି ୮ ତାରିଖ ଠାରୁ ସମ୍ବଲପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ନଦୀବନ୍ଧ ‘ହରାକୁଦ ଜଳଭଣ୍ଡାର’ରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ୩୨ଟିମ୍‌ ନିୟୋଜିତ ହୋଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣିବେ। ଏଥିରେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ହେବେ ସାମିଲ। ସୂଚନାଯୋଗ୍ୟ ଚଳିତ ବର୍ଷ ଓଡ଼ିଶାର ବୃହତ୍‌ ଜଳରାଶିରେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବ ବର୍ଷ … Read more

୧ କୋଟି  ଟଙ୍କା ଠକେଇ ମାମଲାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ଗିରଫ

ଭୁବନେଶ୍ଵର: କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ବିଲଡର କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ କ୍ରମେ ଓ୍ୱେବପୋର୍ଟାଲ ରିପୋଟର୍ସ ଟୁଡେ ଓ ଖବର କାଗଜ ମହାଭାରତର ମାଲିକ ସୁରଜିତ ଧଳଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ବିଡିଏର ଅନୁମତି କରାଇଦେବାକୁ ପ୍ରଲୋଭନ ଦେଇଥିଲେ ।  ବଡ଼ ଲୋକଙ୍କ … Read more

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଜାନୁଆରୀ ୧୭  ଯାଏଁ ସାରା ଓଡିଶାରେ  ବୁଲିବ ପରିକ୍ରମା ରଥ, ଗୁଆ ଚାଉଳ ଦେଉଛନ୍ତି ଭକ୍ତଗଣ 

ଭୁବନେଶ୍ଵର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ  ମାତ୍ର କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ସ୍ଥଳେ ପ୍ରତିଟି ଗାଁ ବୁଲି ଗୁଆ, ଚାଉଳ ସଂଗ୍ରହ ନିଷ୍ପତ୍ତିର  ଆଜିଠୁ ଶୁଭାରମ୍ଭ ହୋଇଛି  ।  ପରିକ୍ରମା ରଥ ସବୁସ୍ଥାନ ପରିଭ୍ରମଣ କରୁଛି । ଆସନ୍ତା ଜାନୁଆରୀ ୧୭ ତାରିଖ ଯାଏଁ ଗାଁରୁ ସହର ସବୁଜାଗାରେ ବୁଲିବ ଜଗନ୍ନାଥ ରଥ । ଓଡିଆ ପ୍ରାଣର ଠାକୁର କାଳିଆ ସାଆଁନ୍ତଙ୍କ ପବିତ୍ର କାର୍ଯ୍ୟରେ ସାମିଲ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ … Read more