ଓଡିଶା କଂଗ୍ରେସ ପ୍ରଚାର କମିଟି : ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ
ଭୁବନେଶ୍ଵର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡିଶା କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା ପ୍ରକାଶ ପାଇଛି। ଏହି କମିଟିରେ ଭକ୍ତ ଚରଣ ଦାସ ଅଧ୍ୟକ୍ଷ ଥିବା ବେଳେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ କହିଛନ୍ତି ପ୍ରଚାର ତାଲିକାରେ ସୁଧାଂଶୁ ଶେଖର ଦେଓଙ୍କୁ ସଂଯୋଜକ ରଖାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କାମାକ୍ଷା ପ୍ରସାଦ ସିଂହଦେଓ, ନିରଂଜନ ପଟ୍ଟନାୟକ, କାହୁଁ ଚରଣ ଲେଙ୍କା, … Read more