ବ୍ରହ୍ମପୁର ବ୍ରେଲ ପ୍ରେସ୍ ମ୍ୟାନେଜର ସମ୍ମାନୀତ

ଶାନ୍ତନୁ କୁମାର ରଣା  ବ୍ରହ୍ମପୁର: ପଞ୍ଚାୟତ ରାଜ ତାଲିମ୍ ଭବନର ଲୁଇବ୍ରେଲ୍‌ଙ୍କ ୧୧୫ତମ ଜୟନ୍ତୀ ତଥା ବିଶ୍ୱ ବ୍ରେଲ୍ ଦିବସ ପାଳିତ ହୋଇଛି । ଏହି ଅବସରରେ ୧୯୮୬ ମସିହାରୁ ବ୍ରହ୍ମପୁର ସହରରେ ପ୍ରତିଷ୍ଠିତ ଏକମାତ୍ର ବ୍ରେଲ୍ ପ୍ରେସ୍‌ର ମ୍ୟାନେଜର ପ୍ରକାଶ ନାରାୟଣ ରଥଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ଓଡ଼ିଶାର ୩୨ଟି ଦୃଷ୍ଟିହୀନ ବିଦ୍ୟାଳୟକୁ ବ୍ରେଲ୍ ପୁସ୍ତକ ପ୍ରଦାନ କରିବାରେ ବ୍ରହ୍ମପୁର ବ୍ରେଲ୍ ପ୍ରେସ୍‌ର ଅବଦାନ ରହିଛି । କାର୍ଯ୍ୟକ୍ରମରେ ବିଭାଗୀୟ … Read more

ଫେବୃଆରୀରୁ ଇ-ବସ ଗଢ଼ିବ,ହଳଦିଆପଦର ବସ୍‌ଷ୍ଟାଣ୍ଡ୍‌ରେ ଚାର୍ଜିଙ୍ଗ ଷ୍ଟେସନ

ଶାନ୍ତନୁ କୁମାର ରଣା  ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ଗମନାଗମନ ସୁବିଧା ପାଇଁ ସରକାର ୧୧୦ଟି ବସ୍ ଯୋଗାଇବେ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ୫୦ଟି ଓ ରାଜ୍ୟ ସରକାର ୬୦ଟି ମୋ-ବସ୍ ଯୋଗାଇବେ । ସମସ୍ତ ବସ୍ କ୍ୟାପିଟାଲ୍ ରେଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ପରିଚାଳନା କରିବ । ୨୦୨୩ ନଭେମ୍ବର ୨୯ତାରିଖରେ କ୍ରୁଟ୍‌ର ବୋର୍ଡ଼ ମିଟିଂରେ ଏହି ନିଷ୍ପତ୍ତି ହୋଇଛି । ଜାନୁଆରୀ ଶେଷ କିମ୍ବା ଫେବୃଆରୀରୁ ଏହି ସମସ୍ତ … Read more

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟ ଜାନୁଆରି ୮ରେ,ନିୟୋଜିତ ‌ହେବେ ୩୨ ଟିମ୍‌

ଭୁବନେଶ୍ଵର: ଆସନ୍ତାକାଲି, ଜାନୁଆରି ୮ ତାରିଖ ଠାରୁ ସମ୍ବଲପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ନଦୀବନ୍ଧ ‘ହରାକୁଦ ଜଳଭଣ୍ଡାର’ରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ୩୨ଟିମ୍‌ ନିୟୋଜିତ ହୋଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣିବେ। ଏଥିରେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ହେବେ ସାମିଲ। ସୂଚନାଯୋଗ୍ୟ ଚଳିତ ବର୍ଷ ଓଡ଼ିଶାର ବୃହତ୍‌ ଜଳରାଶିରେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବ ବର୍ଷ … Read more

୧ କୋଟି  ଟଙ୍କା ଠକେଇ ମାମଲାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ଗିରଫ

ଭୁବନେଶ୍ଵର: କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ବିଲଡର କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ କ୍ରମେ ଓ୍ୱେବପୋର୍ଟାଲ ରିପୋଟର୍ସ ଟୁଡେ ଓ ଖବର କାଗଜ ମହାଭାରତର ମାଲିକ ସୁରଜିତ ଧଳଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ବିଡିଏର ଅନୁମତି କରାଇଦେବାକୁ ପ୍ରଲୋଭନ ଦେଇଥିଲେ ।  ବଡ଼ ଲୋକଙ୍କ … Read more

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଜାନୁଆରୀ ୧୭  ଯାଏଁ ସାରା ଓଡିଶାରେ  ବୁଲିବ ପରିକ୍ରମା ରଥ, ଗୁଆ ଚାଉଳ ଦେଉଛନ୍ତି ଭକ୍ତଗଣ 

ଭୁବନେଶ୍ଵର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ  ମାତ୍ର କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ସ୍ଥଳେ ପ୍ରତିଟି ଗାଁ ବୁଲି ଗୁଆ, ଚାଉଳ ସଂଗ୍ରହ ନିଷ୍ପତ୍ତିର  ଆଜିଠୁ ଶୁଭାରମ୍ଭ ହୋଇଛି  ।  ପରିକ୍ରମା ରଥ ସବୁସ୍ଥାନ ପରିଭ୍ରମଣ କରୁଛି । ଆସନ୍ତା ଜାନୁଆରୀ ୧୭ ତାରିଖ ଯାଏଁ ଗାଁରୁ ସହର ସବୁଜାଗାରେ ବୁଲିବ ଜଗନ୍ନାଥ ରଥ । ଓଡିଆ ପ୍ରାଣର ଠାକୁର କାଳିଆ ସାଆଁନ୍ତଙ୍କ ପବିତ୍ର କାର୍ଯ୍ୟରେ ସାମିଲ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ … Read more

କୋଟି କୋଟି ଟଙ୍କା ନେଇ ଚିଟଫଣ୍ଡ କମ୍ପାନୀ ଫେରାର 

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ସୋର ଅଞ୍ଚଳରେ ଗଢ଼ି ଉଠିଥିବା ଦୁଇଟି ସଂସ୍ଥା ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠୁ ପ୍ରାୟ ୨୦୦ କୋଟି ଟଙ୍କା କରି ଛୁ ମାରିଥିବା ଅଭିଯୋଗ ହୋଇଛି। ଗୋଟିଏ ସଂସ୍ଥା ମାସେ ତଳେ ଉଭାନ୍‌ ହୋଇଯାଇଥିବା ବେଳେ ଅନ୍ୟ ସଂସ୍ଥାଟି ୩ ଦିନ ତଳେ ଗାଏବ୍‌ ହୋଇଯାଇଛି। ସୂଚନା ଅନୁସାରେ; ବାଲେଶ୍ଵରରେ ଅନେକ ଛୋଟବଡ଼ ଅର୍ଥଲଗାଣକାରୀ ଚିଟ୍‌ଫଣ୍ଡ ସଂସ୍ଥା ଖୋଲିଥିଲା। ଯେଉଁ ସାଂସ୍ଥାଗୁଡ଼ିକ ଆଶାତୀତ ସୁଧର ଲୋଭ ଦେଖାଇ ଜିଲ୍ଲାର ଲୋକମାନଙ୍କଠାରୁ ଶହ … Read more

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଲୋକେ ପେଟ୍ରୋଲ ଡିଜେଲ ପାଇଁ ଛାନିଆ

ଭୁବନେଶ୍ଵର: ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା ଯୋଗୁଁ ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି। ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫ ପ୍ରତିଶତ କମିଛି। କାଲି ମାତ୍ର ୨୫ % ଗାଡ଼ିରେ ତେଲ … Read more

ଆସିଲା ୨୦୨୪ ଭୋଟର ତାଲିକା,ରାଜ୍ୟରେ ୩ କୋଟି ୩୨ ଲକ୍ଷ ଭୋଟର

ଭୁବନେଶ୍ୱର:  ୨୦୨୪ ଭୋଟର ତାଲିକା ସରକାର ପ୍ରକାଶ କରିଛନ୍ତି। ଓଡ଼ିଶାରେ ଏଥର ଭୋଟ ଦେବେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଲୋକ । ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଏକ ପ୍ରେସ୍ ମିଟରେ ୨୦୨୪ ଭୋଟର ତାଲିକା ଜାରି କରିଛନ୍ତି । ତାଲିକାରେ ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ … Read more

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସପାଳିତ 

ଶାନ୍ତନୁ କୁମାର ରଣା ଗୋପାଳପୁର: ସ୍ଥାନୀୟ ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ୨ ତାରିଖ ଅର୍ଥାତ୍ (ମଙ୍ଗଳବାର) ଅନୁଷ୍ଠିତ ହୋଇଛି । କବି ହରପ୍ରସାଦ ଦାସ ମୁଖ୍ୟ ଅତିଥି ଓ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।  କୁଳପତି ଗୀତାଞ୍ଜଳି ଦାଶ  ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । … Read more

ଜାତୀୟସ୍ତରୀୟ କବାଡ଼ିରେ ଭାଗ ନେବେ ତେଜସ୍ୱୀନି 

ଶାନ୍ତନୁ କୁମାର ରଣା କୁକୁଡ଼ାଖଣ୍ଡି: ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୬୭ ତମ ଜାତୀୟ ବିଦ୍ୟାଳୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି ଆଦର୍ଶ ବିଦ୍ୟାଳୟ ଛାତ୍ରୀ ତେଜସ୍ୱିନୀ ରାଉତ । ଏହା ଆସନ୍ତା ଜାନୁଆରୀ ୩ ରୁ ୮ ତାରିଖ ଯାଏଁ ଅନୁଷ୍ଠିତ ହେବ । ସ୍ଥାନୀୟ ପାଣ୍ଡିଆଝୋଳି ଗ୍ରାମର ଚାଷୀ ସୁଧିର ରାଉତଙ୍କ ଝିଅ ତେଜସ୍ୱିନୀ ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କବାଡ଼ିରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ … Read more