ଭାରତୀୟ ମହିଳା ଦଳର ନେତୃତ୍ୱରୁ ହରମନପ୍ରୀତଙ୍କ ବିଦାୟ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ସଫଳ ତଥା ଅଭିଜ୍ଞ ଅଧିନାୟିକା ହରମନପ୍ରୀତ କୌର ସବୁ ଫର୍ମାଟ୍‌ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ୩୭ ବର୍ଷୀୟା ଏହି ଆଇସିସି ବିଶ୍ୱକପ ବିଜୟୀ କ୍ୟାପ୍ଟେନ୍ ଇନଷ୍ଟାଗ୍ରାମ୍‌ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ସେୟାର କରି ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି। ୨୦୧୬ରେ ଟି-୨୦ ଏବଂ ୨୦୨୨ରେ ମିତାଲି ରାଜଙ୍କ ଅବସର ପରେ ଦିନିକିଆ ଓ ଟେଷ୍ଟ ଦଳର ନେତୃତ୍ୱ ଭାର ଗ୍ରହଣ କରିଥିବା ହରମନପ୍ରୀତ, କ୍ୟାପ୍ଟେନ୍ସି … Read more

ଏସିଆନ ଗେମ୍ସରେ ପଞ୍ଚମଥର ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ୍:ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀ: ଜାପାନର ଗିଫୁ ପ୍ରିଫେକଚରାଲ ଗ୍ରୀନ ଷ୍ଟାଡିୟମରେ ଖେଳା ଯାଇଥିବା ଏସୀୟ କ୍ରୀଡ଼ା ୨୦୨୬ ହକି ଫାଇନାଲ୍ ମ୍ୟାଚରେ ଭାରତ ମାଲେସିଆକୁ ୫-୧ ଗୋଲରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛି। ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ପଞ୍ଚମ ପଦକ। ଏହା ସହ ଭାରତୀୟ ଟିମ୍ ଲସ ଏଞ୍ଜଲେସ ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଉଲ୍ଲେଖନୀୟ ଇତିହାସରେ ପ୍ରଥମ ଥର ଭାରତୀୟ ମହିଳା ଓ ପୁରୁଷ ଉଭୟ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। … Read more

ଏସିଆନ୍ସ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ଅପେକ୍ଷାର ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ସ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଏହି ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଚାମ୍ପିଅନ ଦଳ ପାଇଁ ହକି ଇଣ୍ଡିଆ ପୁରସ୍କାର ରାଶି ଘୋଷଣା କରିଛି । ବିଜେତା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କୁ ୫.୫ ଲକ୍ଷ ଟଙ୍କା ଦିଆଯିବ ।ଏହାପୂର୍ବରୁ ଭାରତୀୟ ମହିଳା … Read more

ଦିନିକିଆରେ ଶୁଭମନ୍ ଗିଲଙ୍କ ଦ୍ୱିତୀୟ ଦ୍ୱିଶତକ

ନୂଆଦିଲ୍ଲୀ: ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁଭମନ୍ ଗିଲ୍ ଦ୍ୱିଶତକ ହାସଲ କରିଛନ୍ତି । ଗିଲ୍ ଦିନିକିଆ ଫର୍ମାଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ୍ କରିଛନ୍ତି । ଏହି ସଫଳତା ପରେ ସେ ଭାରତ ପାଇଁ ଦିନିକିଆରେ ଦ୍ୱିତୀୟ ଥର ଦ୍ୱିଶତକ ହାସଲ କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି ।ଶୁଭମନ୍ ଗିଲ୍ ୨୦୨୩ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୮ ରନ କରି ନିଜର ପ୍ରଥମ ଦ୍ୱିଶତକ ମାରିଥିଲେ । ଦିନିକିଆରେ ସବୁଠାରୁ ପ୍ରଥମେ ଦ୍ୱିଶତକ ହାସଲ … Read more

ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ନୂଆଦିଲ୍ଲୀ: ସଚିନ୍ ତେନ୍ଦୁଲକରଙ୍କର ଆଉ ଏକ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଥିରୁଅନନ୍ତପୁରମ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ (ODI) ମ୍ୟାଚ୍‌ରେ ଶତକୀୟ ପାଳି ଖେଳି ସେ ୧୫,୦୦୦ ରନ୍ ପୂରଣ କରିବାର ବିଶ୍ବ ରେକର୍ଡ ରଚିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କୁ ୫୯ ରନ୍‌ର ଆବଶ୍ୟକତା ଥିଲା। ଦିନିକିଆ କ୍ରିକେଟ୍ ଇତିହାସରେ ୧୫,୦୦୦ ରନ୍ ପୂରଣ କରିବାରେ ବିରାଟ ହେଉଛନ୍ତି ଦ୍ୱିତୀୟ ବ୍ୟାଟର୍ । ପୂର୍ବରୁ … Read more

କଳିଙ୍ଗ ଷ୍ଟାଡିଅମରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ୍ ୨୦୨୬; ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିଅମଠାରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସରରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ଟାଟା ଷ୍ଟିଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ୧୬ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ- ୨୦୨୬ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ | ଏହି ଟୁର୍ଣ୍ଣାମେଣ୍ଟରେ ମିଡିଆ ୧୧ ଟିମ୍ ଚମ୍ପିୟାନ ହୋଇଥିବା ବେଳେ ଅଫିସର୍‍ସ ୧୧ ଟିମ୍ … Read more

ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ପୁଣି ଚାମ୍ପିୟନ,ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦେଶ ପାଇଁ ଜିତିଛି ସ୍ୱର୍ଣ୍ଣ ପଦକ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୧୬ ରନ କରିଥିଲା। ମାତ୍ର ଶ୍ରୀଲଙ୍କାର ପୂରା ଟିମ ୧୦୦ ରନ ମଧ୍ୟ କରିପାରି ନଥିଲା । ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ ୧୫.୪ ଓଭରରେ କେବଳ ୬୯ ରନ କରିଥିଲା । ଭାରତୀୟ ମହିଳା କ୍ରିକେଟ ଟିମ ଏହି ମ୍ୟାଚ୍‌କୁ ୧୪୭ ରନରେ ଜିତି … Read more

ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ସୁଚିକା ତରିୟାଲ୍ ଙ୍କୁ ମିଳିଲା ପ୍ରଥମ ବ୍ରୋଞ୍ଜ

ନୂଆଦିଲ୍ଲୀ: ୨୦୨୬ ଏସିଆନ୍ ଗେମ୍ସରେ ଭାରତର ସୁଚିକା ତରିୟାଲ୍ ମିକ୍ସଡ୍ ମାର୍ଶଲ୍ ଆର୍ଟସ (ଏମଏମଏ) ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ ଏମଏମଏକୁ ସାମିଲ କରାଯାଇଥିବା ବେଳେ, ଏହି ଖେଳରେ ଭାରତ ପାଇଁ ସୁଚିକା ପ୍ରଥମ ପଦକ ହାସଲ କରିଛନ୍ତି। ସେମିଫାଇନାଲ ମ୍ୟାଚ୍‌ରେ ସୁଚିକା ସିଙ୍ଗାପୁରର ପ୍ରତିଯୋଗୀଙ୍କ ନିକଟରୁ ୨-୦ ରେ ପରାଜିତ ହୋଇଥିଲେ। ସେ ଫାଇନାଲକୁ ଯାଇପାରି ନଥିବାରୁ ସ୍ୱର୍ଣ୍ଣ … Read more

ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ଶତକ ହାସଲ କଲେ ଭାରତର ଶେଫାଳୀ ବର୍ମା

ନୂଆଦିଲ୍ଲୀ:ଏସିଆନ ଗେମ୍ସ ୨୦୨୬ରେ ଇତିହାସ ସୃଷ୍ଟିକଲେ ଭାରତୀୟ ମହିଳା କ୍ରିକେଟ ଟିମର ଓପନର ଶେଫାଳୀ ବର୍ମା। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ହାସଲ କରିଛନ୍ତି ଶତକ।ଆଜି ବାଂଲାଦେଶ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ଶେଫାଳୀ ଖେଳିଛନ୍ତି ୪୯ ବଲରେ ଅପରାଜିତ ୧୦୦ ରନର ଇନିଂସ। ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ପ୍ରଥମ ସେଞ୍ଚୁରୀ। ସେହିପରି ସେ ୪ର୍ଥ କ୍ରିକେଟର(ଉଭୟ ପୁରୁଷ ଓ ମହିଳା) ଭାବେ ଏସିଆନ ଗେମ୍ସରେ ଶତକ ମାରିଛନ୍ତି।ତାଙ୍କ … Read more

ଅଷ୍ଟମ ଥର ଏସିଆ କପ୍ ଟାଇଟଲ ଜିତିଲା ଭାରତ

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ lଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ ରନ ସ୍କୋର କରିବାରେ ସଫଳ ହୋଇଥିଲା । ଶେଫାଲି ବର୍ମା ୩୯ ବଲରୁ ୬୮ ରନ କରିଥିଲେ, ୯ ଚୌକା ଏବଂ ୨ ଛକା ମାରିଥିଲେ । ସ୍ମୃତି ମନ୍ଧାନା ୧୫୧ ଷ୍ଟ୍ରାଇକ୍‌ ରେଟରେ ୩୯ ବଲରେ ୫୯ ରନ କରିଥିଲେ । ହରମନପ୍ରୀତ … Read more