ସେମିକନ୍ ଇଣ୍ଡିଆ ୨୦୨୫ କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ – ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀଙ୍କ ଉପସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ବିଭିନ୍ନ ଦେଶରୁ ଆସିଥିବା ବିଶିଷ୍ଟ ଅତିଥି, ଷ୍ଟାର୍ଟ-ଅପ୍ ସହ ଜଡିତ ଉଦ୍ୟୋଗୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା … Read more

ଜିଏସଟି ପରିଷଦର ଦୁଇଦିନିଆ ବୈଠକ ଆଜିଠୁ ଆରମ୍ଭ, ସାମିଲ ହେଲେ ମନ୍ତ୍ରୀମାନେ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ଟିକସ ସ୍ଲାବର ସଂଶୋଧନ ଉପରେ ଆଲୋଚନା ପାଇଁ ଆଜିଠାରୁ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି। ଏହା ଜିଏସଟି ପରିଷଦର ୫୬ତମ ବୈଠକ । ଏହି ବୈଠକ ଆସନ୍ତାକାଲି ଶେଷ ହେବ। କେନ୍ଦ୍ର ସରକାର ଅକ୍ଟୋବର ଆରମ୍ଭ ସୁଦ୍ଧା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ବ୍ୟବସ୍ଥା ଅଧୀନରେ ପରବର୍ତ୍ତୀ ପିଢ଼ିର ସଂସ୍କାର କାର୍ଯ୍ୟକାରୀ କରିବାର ସମୟସୀମା ନିକଟତର ହେଉଥିବା ବେଳେ ଗତ ସ୍ବାଧୀନତା ଦିବସରେ … Read more

ଜିମେଲ୍ ବ୍ୟବହାରକୀରଙ୍କୁ ପଠାଯାଇ ନାହିଁ ଚେତାବନୀ ମେଲ୍: ଗୁଗୁଲ୍

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋସିଆଲ ମିଡିଆ ରେ ଏକ ଖବର ଭାଇରାଲ ହୋଇଛି ଯେ ଗୁଗୁଲ୍ ତାର ୨.୫ ବିଲିୟନ ଜିମେଲ୍ ବ୍ୟବହାରକାରୀଙ୍କୁ ଏକ ଜରୁରୀକାଳୀନ ଚେତାବନୀ ପଠାଇଛି । ଯାହାକୁ ନେଇ ଜିମେଲ୍ ବ୍ୟବହାରକାରୀଙ୍କ ଚିନ୍ତା ବଢ଼ିଯାଇଛି । ମାତ୍ର ଗୁଗୁଲ ଏହାକୁ ଖଣ୍ଡନ କରିଛି । ଗୁଗୁଲ ଏପରି କୌଣସି ମେସେଜ୍ ପଠାଇ ନାହିଁ ବୋଲି ସ୍ପଷ୍ଟ କରିଛି । ଏହି ଖବର କେବଳ ଏକ ମିଥ୍ୟା ରିପୋର୍ଟ ଏବଂ ଗୁଜବ … Read more

ଆପ୍ ବିଧାୟକ ହରମିତ ସିଂ ପୋଲିସ ହେପାଜତରୁ ଫେରାର

ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ, ପଞ୍ଜାବର ଆପ ବିଧାୟକ ହରମିତ୍ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ସେ … Read more

ଶିକ୍ଷକତା ପାଇଁ TET ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସବୁ ଶିକ୍ଷକଙ୍କ ପାଇଁ TET ହେଲା ବାଧ୍ୟତାମୂଳକ । TET ବା ଟିଚର୍‌ ଏଲିଜିବିଲିଟି ଟେଷ୍ଟ ପାସ୍ କରିବା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶିକ୍ଷକଙ୍କ ପାଇଁ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ, ଶିକ୍ଷକମାନେ ୨ ବର୍ଷ ଭିତରେ TET ପାସ୍‌ ନ କଲେ ବାଧ୍ୟତାମୂଳକ ଅବସର ଦିଆଯିବ । ଯେଉଁମାନେ ୨୦୧୨ ପୂର୍ବରୁ ଚାକିରି କରିଥିବେ ସେମାନେ ମଧ୍ୟ TET ଦେବା ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ … Read more

ଆଫଗାନିସ୍ତାନ ଭୁକମ୍ପ ମୃତ୍ୟୁ ସଂଖ୍ୟା ୮ ଶହ ଟପିଲା: ଶୋକ ପ୍ରକାଶ କଲେ ମୋଦି

ଆଫଗାନିସ୍ତାନ : ଆଫଗାନିସ୍ତାନ ରେ ହୋଇଥିବା ଭୟଙ୍କର ଭୂମିକମ୍ପ ରେ ମୃତ୍ୟୁ ସଂଖ୍ୟା ୮ ଶହ ଟପିଲାଣି l ଆଫଗାନିସ୍ତାନରେ ହୋଇଥିବା ଏହି ଭୟଙ୍କର ବିପର୍ଯ୍ୟୟକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି ।ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ … Read more

SCO ସମ୍ମିଳନୀରେ ଜିନପିଙ୍ଗଙ୍କ ସହିତ ମୋଦି ଙ୍କ ବୈଠକ

ନୂଆଦିଲ୍ଲୀ: ରବିବାର ଦିନ ଚୀନର ତିଆନଜିନରେ SCO ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। 40 ମିନିଟର ଆଲୋଚନା ସମୟରେ ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃସ୍ଥାପିତ ହେଉଛି। ଏହା ସହିତ, ଦୁଇ ଦେଶ ମଧ୍ୟରେ ସୀମା ବିବାଦ ସମାଧାନରେ ପ୍ରଗତି ହୋଇଛି। … Read more

ବିହାରରେ ଏକା ଲଢ଼ିବ ବିଏସପି

ବିହାର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛି। ଗତ ଦୁଇ ଦିନ ମଧ୍ୟରେ, ଦଳର ବରିଷ୍ଠ ପଦାଧିକାରୀଙ୍କ ସହିତ ଏକ ବୈଠକରେ ପ୍ରାର୍ଥୀ ଚୟନ, ସାଂଗଠନିକ ପ୍ରସ୍ତୁତି ଏବଂ ରଣନୀତି ଉପରେ ଗଭୀର ଆଲୋଚନା ହୋଇଥିଲା। ଏହି ବୈଠକରେ, ବିଏସପି ସୁପ୍ରିମୋ ମାୟାବତୀ ବିହାରରେ ବିଧାନସଭା ନିର୍ବାଚନ ନିଜେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ଭଣଜା ଆକାଶ ଆନନ୍ଦଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି।ବିହାର ନିର୍ବାଚନ ସମ୍ପର୍କରେ, ବିଏସପି … Read more

ରିଲାଏନ୍ସ ଆରମ୍ଭ କରିବ ନୂଆ ଏଆଇ କମ୍ପାନି ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’

ମୁମ୍ବାଇ:- ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୮ତମ ବାର୍ଷିକ ସାଧାରଣ ବୈଠକରେ ଅନେକ ପ୍ରମୁଖ ଘୋଷଣା କରାଯାଇଛି। ସାରା ବିଶ୍ଵରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ପ୍ରତିଦ୍ଵନ୍ଦ୍ଵିତା ଚାଲି ଥିବାବେଳେ ଏହି ଦୌଡ଼ରେ ସାମିଲ ହୋଇଛି ରିଲାଏନ୍ସ। ଏହି ଅବସରରେ ନୂଆ ଏଆଇ କମ୍ପାନି ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ କରିବାକୁ ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ।ମୁକେଶ ଅମ୍ବାନୀ କହିଛନ୍ତି ଜିଓ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଡିଜିଟାଲ ବିପ୍ଲବ ଆଣିଥିଲା, ଏବେ … Read more

ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ପହଞ୍ଚିଛନ୍ତି। ଶିଖର ସମ୍ମିଳନୀ ବ୍ୟତୀତ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ପୃଥକ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଜାପାନ ଗସ୍ତ ଶେଷ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଚୀନର ତିଆନଜିନ୍ ପହଞ୍ଚିଲେ । ଚୀନରେ ପହଞ୍ଚିବା ମାତ୍ରେ ତାଙ୍କୁ ଲାଲ କାର୍ପେଟରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚୀନରେ ରହିବେ। ଏଠାରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ … Read more