ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ
ନୂଆଦିଲ୍ଲୀ :ଭେନେଜୁଏଲାରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅପହରଣ ପରେ ଟ୍ରମ୍ପଙ୍କୁ ସବୁ ଆଡେ ବିରୋଧ କରାଯାଉଛି। ଆମେରିକାର ଏପରି କାର୍ଯ୍ୟକଳାପକୁ ଅନେକ ସହଯୋଗୀ ଦେଶ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଗ୍ରୀନଲ୍ୟାଣ୍ଡରେ ସମାନ ଆଟାକ୍ କରିବାକୁ ୟୁଏସ ସେନା ପ୍ରସ୍ତୁତ ହେଉଥିବା ଖବର ପରେ ଏବେ ବିବାଦ ବଢିଛି । ଅନେକ ୟୁରୋପୀୟ ଦେଶ ଟ୍ରମ୍ପଙ୍କ ଧମକକୁ ଖୋଲାଖୋଲି ବିରୋଧ କରିଛନ୍ତି lଟ୍ରମ୍ପ୍ କହିଥିଲେ ଯେ, ସେ ଭେନେଜୁଏଲାରେ ଅଟକିବେ ନାହିଁ । … Read more