ହର୍ମୁଜ ପାର ହେଲେ ଆଉ ୩ ଭାରତୀୟ ପତାକା ଥିବା ତୈଳ ଟ୍ୟାଙ୍କର
ନୂଆଦିଲ୍ଲୀ: ଭାରତ ପତାକା ଥିବା ୩ ଅଶୋଧିତ ତୈଳ ଟ୍ୟାଙ୍କର ଜାହାଜ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବନ୍ଦର, ପୋତ ପରିବହନ ଓ ଜଳ ମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ lଏହି ଜାହାଜମାନଙ୍କରେ ୯୪ ଜଣ ଭାରତୀୟ ଚାଳକ ଦଳ ସଦସ୍ୟ ଅଛନ୍ତି। ଏହି ୩ଟି ତୈଳବାହୀ ଟ୍ୟାଙ୍କର ଜାହାଜରେ ପାଖାପାଖି ୮.୬ ଲକ୍ଷ ଟନରୁ ଅଧିକ ଅଶୋଧିତ ତୈଳ ଅଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ‘ଦେଶ ବୈଭବ’, ‘ଦେଶ … Read more