NEET UG ପେପର୍ ଲିକ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: NEET-UG ପେପର୍ ଲିକ୍ ମାମଲାରେ CBI ପୁଣେରୁ ମୁଖ୍ୟ ଅଭିଯୁକ୍ତ ପ୍ରଫେସର ପିଭି କୁଲକର୍ଣ୍ଣି ଙ୍କୁ ଗିରଫ କରିଛି । CBI ଅଧିକାରୀମାନେ କହିଛନ୍ତି ଯେ, ଲାଟୁରର ବାସିନ୍ଦା ଏବଂ ରସାୟନ ବିଜ୍ଞାନର ବିଶେଷଜ୍ଞ କୁଲକର୍ଣ୍ଣି, ବହୁ ବର୍ଷ ଧରି NEET ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା କମିଟିର ସଦସ୍ୟ ଥିଲେ । ପ୍ରଫେସର କୁଲକର୍ଣ୍ଣିଙ୍କୁ ପୁଣେସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା । ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଫେସର କୁଲକର୍ଣ୍ଣି ତାଙ୍କ ଘରେ … Read more