ସିବିଏସଇ ଉତ୍ତର ଖାତା ବିବାଦ: ଉତ୍ତରଦାୟିତ୍ୱ ମୁଣ୍ଡକୁ ନେଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ:ସିବିଏସ୍ଇର ଅନ ସ୍କ୍ରିନ ମାର୍କିଂ ସିଷ୍ଟମକୁ ନେଇ ଦେଶରେ ଚାଲିଥିବା ବିବାଦ ଘଟଣାରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ସିବିଏସ୍ଇ ଉତ୍ତର ଖାତା ସୃଷ୍ଟି ହୋଇଥିବା ବିବାଦର ଉତ୍ତର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି। ଏଥିସହ ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଯଦି ଅନିୟମିତତା ହୋଇଥିବା ଜଣାପଡ଼ିବ, ତା’ହେଲେ କାହାକୁ ବି ଛଡ଼ା ଯିବ ନାହିଁ। ଶ୍ରୀ ପ୍ରଧାନ କହିଛନ୍ତି, “ମୁଁ ସବୁ ବିବାଦର … Read more