ଦୀର୍ଘ ଦିନ ପରେ ହର୍ମୁଜ୍ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିଲା ଇରାନ୍
ନୂଆଦିଲ୍ଲୀ: ଦୀର୍ଘ ଦିନର ଅବରୋଧ ପରେ ଇରାନ ଖୋଲିଲା ହର୍ମୁଜ୍ ପଥ l ଇସ୍ରାଏଲ୍-ଲେବାନନ୍ ଅସ୍ତ୍ରବିରତି ପରେଏହି ଘୋଷଣା କରିଛନ୍ତି ଇରାନ୍ର ବୈଦେଶିକ ମନ୍ତ୍ରୀ ଅରାଘଚୀ । ଏବେ ହର୍ମୁଜ୍ରେ ଜାହାଜ ଚଳାଚଳ ହେବ ସ୍ୱାଭାବିକ । ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ଲାଗିଥିବାରୁ ଦୀର୍ଘଦିନ ହେବ ହର୍ମୁଜ ପ୍ରଣାଳୀ ବନ୍ଦ ଥିଲା, ଆଉ ଏବେ ହର୍ମୁଜ ପ୍ରଣାଳୀ ଖୋଲିଥିବାରୁ ସ୍ୱାଭାବିକ ଜାହାଜ ଚଳାଚଲ ହେବ ବୋଲି ଆଶା ରହିଛି । ସାମୁଦ୍ରିକ ପଥ ସମ୍ପୂର୍ଣ୍ଣ … Read more