ଇସ୍କନକୁ ନଇ ପୁରୀରେ ବଢିଲା ଜନ ଅସନ୍ତୋଷ
ପୁରୀ: ବାରମ୍ବାର ଅଦିନରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥଯାତ୍ରା ଆୟୋଜନ କରିବା ଏବଂ ଗଜପତି ମହାରାଜାଙ୍କ ଅନୁରୋଧ କୁ ବେଖାତିର କରିବା ଏଣିକି ମହାଙ୍ଗା ପଡିଛି ଇସ୍କନ କୁ। ମହାପ୍ରଭୁଙ୍କୁ ନେଇ ଏଭଳି ମନମାନି କୁ ନେଇ କୋଟି କୋଟି ଜଗନ୍ନାଥ ଭକ୍ତ ଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଯାହାର ପ୍ରତିଫଳନ ରବିବାର ଦେଖିବାକୁ ମିଳିଛି ଶରଧାବାଲିରେ। ଶରଧାବାଲିରୁ ଆରମ୍ଭ ହୋଇଛି ଇସ୍କନ ହଟାଓ ଅଭିଯାନ। ବିବରଣୀ ଅନୁସାରେ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ … Read more