ଏସିଆ କପ୍ ଟ୍ରଫି କୁ ନେଇ ସରୁନି ବିବାଦ
ନୂଆଦିଲ୍ଲୀ: ଏସିଆ କପ୍ 2025 ଫାଇନାଲରେ ଭାରତର ପ୍ରଭାବଶାଳୀ ବିଜୟ ପରେ, ଟ୍ରଫି ଏବଂ ପଦକକୁ ନେଇ ବିବାଦ ଅବିରତ ଜାରି ରହିଛି। ଏସୀୟ କ୍ରିକେଟ୍ ପରିଷଦ (ACC) ମଙ୍ଗଳବାର ଦୁବାଇରେ ହୋଇଥିବା ବୈଠକରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ।ହେଲେ BCCI, PCB, ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB), ଶ୍ରୀଲଙ୍କା କ୍ରିକେଟ୍ (SLC), ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ACB) କୁ ଯଥାଶୀଘ୍ର ଟ୍ରଫି ବିବାଦର ସମାଧାନ ପାଇଁ ଏକ ଆନୁଷ୍ଠାନିକ ଅଫଲାଇନ ବୈଠକ କରିବାକୁ … Read more