ଅନ୍ବ୍ଲକ ହେବ ‘କକ୍ରୋଚ୍ ଜନତା ପାର୍ଟି’ର X ଆକାଉଣ୍ଟ, କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟର ଆଦେଶ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା କେନ୍ଦ୍ର ସରକାରଙ୍କୁ ‘କକ୍ରୋଚ୍ ଜନତା ପାର୍ଟି’ ନାମକ ଆକାଉଣ୍ଟକୁ ତୁରନ୍ତ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସୋସିଆଲ ମିଡିଆ ବ୍ୟବହାରର ଅଧିକାରକୁ ବିନା କୌଣସି ଠୋସ୍ କାରଣରେ ରୋକାଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ସୁରକ୍ଷା କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ଆକାଉଣ୍ଟ ଉପରେ କଟକଣା ଲଗାଯାଇଥିଲା। ଏହି … Read more