କୋଟି ଓଡ଼ିଆଙ୍କ ମଉଡ଼ମଣୀଙ୍କ ନବ ଯୌବନ ଦର୍ଶନ
ପୁରୀ: ସ୍ନାନ ପୂର୍ଣିମାରେ ମହାସ୍ନାନ ଯୋଗୁଁ ଅସୁସ୍ଥ ହୋଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ୧୫ ଦିନ ଅଣସର ଘରେ ରହିଥାନ୍ତି | ୧୫ ଦିନ ପରେ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ପବିତ୍ର ଅବସରକୁ ନବଯୌବନ ଦର୍ଶନ ବୋଲି କୁହାଯାଏ। ଶ୍ରୀଜଗନ୍ନାଥଙ୍କ ଅଣସର ପରର ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ନୀତି ହେଉଛି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ l ଅଣସର ପରେ ପ୍ରଥମେ ନବଯୌବନ ଦର୍ଶନ ଓ ତା’ ପରେ … Read more