ନୂଆ ଭୋଟର ରେଜିଷ୍ଟ୍ରେସନ ପାଇଁ ନୂଆ ନିୟମ
ନୂଆଦିଲ୍ଲୀ: ନୂଆ ଭୋଟରଙ୍କ ଲାଗି ନିର୍ବାଚନ ଆୟୋଗ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ନୂଆ ନିୟମ ଲାଗୁ କରିଛନ୍ତି। ଏବେ ଫର୍ମ-୬ ପୂରଣ କରୁଥିବା ଆବେଦନକାରୀଙ୍କୁ ନିଜ ପିତାମାତଙ୍କ ଏସଆଇଆର ସମ୍ପର୍କିତ ସୂଚନା ମଧ୍ୟ ଦେବାକୁ ପଡିବ। ଯଦି ଅନଲାଇନ ଆବେଦନ କାଳରେ ଏହି ଘୋଷଣାପତ୍ର ପୂରଣ ନ କରାଯାଏ ତେବେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ ହୋଇପାରିବ ନାହିଁ। ଆୟୋଗଙ୍କ ଅନୁସାରେ ଯଦି ପିତାମାତା ଏସଆଇଆର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ତେବେ ଆବେଦନକାରୀଙ୍କୁ ସେମାନଙ୍କ ବିଧାନସଭା ନିର୍ବାଚନମଣ୍ଡଳି, ପୋଲିଂ … Read more