ଏନଡ଼ିଏ ମେଣ୍ଟକୁ ଆସିବା ପାଇଁ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ମିଳିପାରେ ନିମନ୍ତ୍ରଣ!
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ନେଇ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି | ବିଶେଷ ସୂତ୍ରଗୁଡିକରୁ ପ୍ରକାଶ ଯେ ରାଜ ଠାକରେ ଏନଡିଏରେ ଯୋଗ ଦେଇପାରନ୍ତି। ବିଜେପି ରାଜ ଠାକରେଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ କରିଛି। ବାସ୍ତବରେ ଗତକାଲି ରାଜ ଠାକରେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ବିଶେଷ କରି ରାଜ ଠାକରେଙ୍କର ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ ପ୍ରଭାବ ରହିଛି । ଆଉ ଗତକାଲି ଏମଏନଏସ ମୁଖ୍ୟଙ୍କ ସହ … Read more