ମହଙ୍ଗା ହେବ ଏୟାରଟେଲ ରିଚାର୍ଜ ପ୍ଲାନ!
ନୂଆଦିଲ୍ଲୀ: ଭାରତରେ ଏୟାରଟେଲ ରିଚାର୍ଜ ତାରିଫ ପ୍ଲାନ ଗୁଡିକ ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି, ଯେଉଁଥିପାଇଁ ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିପାରେ। ଏହାକୁ ନେଇ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ମିତ୍ତଲ ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତରେ ଖୁବଶୀଘ୍ର ଟେଲିକମ ଦର ବୃଦ୍ଧି ହେବାକୁ ଯାଉଛି । ତେବେ ଏନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ। ଏୟାରଟେଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ, ଯାହା ଆଗାମୀ ମାସରେ ଉପଭୋକ୍ତା ପିଛା ହାରାହାରି ରାଜସ୍ୱ … Read more