ରେଖା ପାତ୍ରାଙ୍କ ସହ କଥା ହେଲେ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ସନ୍ଦେଶଖାଲି ପୀଡ଼ିତା ରେଖା ବଶିରହାଟର ବିଜେପି ପ୍ରାର୍ଥୀ ନୂଆଦିଲ୍ଲୀ: ବଶିରହାଟ ଲୋକସଭା ଆସନରୁ ବଙ୍ଗଳାର ସନ୍ଦେଶଖାଲି ଅଞ୍ଚଳର ଯୌନ ଉତ୍ପୀଡ଼ନ ପୀଡିତା ରେଖା ପାତ୍ରାଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଖାଙ୍କ ସହ ଟେଲିଫୋନରେ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ରେଖାଙ୍କ ଠାରୁ ନିର୍ବାଚନ ପ୍ରସ୍ତୁତି ବିଷୟରେ ସୂଚନା ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଖା ପାତ୍ରାଙ୍କୁ ‘ଶକ୍ତି ସ୍ଵରୁପା’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ବଙ୍ଗାଳୀ … Read more