ରାଜଧାନୀରେ ଖାଦ୍ୟ ସୁରକ୍ଷା ଯାଞ୍ଚ,ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ବିଏମ୍ସି ପକ୍ଷରୁ ତନାଘନା
ଭୁବନେଶ୍ୱର: ରାଜଧାନୀକୁ ହଇଜା ଭୟ । ହୋଟେଲରେ ଚଢ଼ାଉ କରି ଫ୍ରିଜରୁ ମାଛ ଆଉ ଖାଦ୍ୟରେ ମିଶୁଥିବା ରଙ୍ଗ ଜବତ କରିଛନ୍ତି ଅଧିକାରୀ । ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ । ସମ ହସ୍ପିଟାଲ ଛକ ନିକଟରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ । ବିଏମସି ପକ୍ଷରୁ ଏହି ଯାଞ୍ଚ କରାଯାଇଛି । ରାଜଧାନୀରେ ହଇଜା ବ୍ୟାପିବା ପରେ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ହୋଟେଲରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଉଛି । ଖାଦ୍ୟର … Read more