ECI ପକ୍ଷରୁ ବିହାରର ତିନି ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବିହାର ବିଧାନସଭା ସାଧାରଣ ନିର୍ବାଚନ ୨୦୨୫ କୁ ମୁକ୍ତ, ଅବାଧ ଓ ନିରପକ୍ଷ ଭାବରେ ଅନୁଷ୍ଠିତ କରିବା ଲକ୍ଷ୍ୟ ନେଇ ଭାରତ ନିର୍ବାଚନ ଆୟୋଗ ବିହାରର ୧୭୮-ମୋକାମା ବିଧାନସଭା ମଣ୍ଡଳୀର ତିନିଜଣ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀ, ବିହାରଙ୍କୁ ଶ୍ରୀ ଚନ୍ଦନ କୁମାର, ଏସ ଡି ଓ , ବାଢ଼ ତଥା ୧୭୮-ମୋକାମା ବିଧାନସଭା ମଣ୍ଡଳୀର ରିଟର୍ନିଂ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ … Read more