ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କଲା କଂଗ୍ରେସ
ଭୁବନେଶ୍ୱର:ଗତ ୧୮ ତାରିଖରୁ ଆରମ୍ଭ ହୋଇଛି ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା ବିରୋଧୀ କଂଗ୍ରେସ ଦଳ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଦେଇଥିଲେ ଅନାସ୍ଥା ପ୍ରସ୍ତାବ ଚିଠି । ଚିଠିରେ ୧୪ ଜଣ କଂଗ୍ରେସ ବିଧାୟକଙ୍କ ସହ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଦସ୍ତଖତ ଥିଲା । ଏଫଏମ କଲେଜ ଛାତ୍ରୀ … Read more