ଦୁଗ୍ଧ ସଂଗ୍ରହ ଓ ଗୁଣବତ୍ତାରେ ଦେଶର ନମ୍ବର–୧ OMFED
ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ‘Indian Dairy Expo 2026’ ରେ ‘Excellence in Milk Procurement & Dairy Development’ ପାଇଁ OMFED କୁ ମିଳିଲା ସର୍ବୋଚ୍ଚ ପ୍ରଥମ ପୁରସ୍କାର। ଖାଣ୍ଟି ଶୁଦ୍ଧତା, ସ୍ୱାଦ ଓ ଗୁଣବତ୍ତା ଯୋଗୁଁ ଆଜି ସାରା ଦେଶରେ Omfed ର ପ୍ରଶଂସା। ଏନ୍ଏନ୍ଏସ୍ ମିଡିଆ ଗ୍ରୁପ୍ ପକ୍ଷରୁ ଗତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ବିଶାଳ ପ୍ରଦର୍ଶନୀର ଆୟୋଜନରେ ‘ଇଣ୍ଡିଆନ୍ ଡେରୀ ଇଣ୍ଡଷ୍ଟ୍ରି ଆଣ୍ଡ୍ … Read more