ପରିବାର ବର୍ଗ ଙ୍କ ଅଭିଯୋଗ ଡିଜେ ଶବ୍ଦ ପାଇଁ ଚାଲିଗଲା ଦେବୀ ରଥଙ୍କ ଜୀବନ
ଭୁବନେଶ୍ୱର: ଯାତ୍ରା କଳାକାର ଦେବୀ ରଥଙ୍କ ହୃଦାଘାତ ରେ ମୃତ୍ୟୁ ପରେ ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଡିଜେର ବିକଟାଳ ଶବ୍ଦ ପାଇଁ ଦେବୀଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ତାଙ୍କର କହିବା ଅନୁଯାୟୀ, ଦେବୀ ରଥ ରାତିରେ ଖାଇ ପିଇ ସାରି ଶୋଇଥିଲେ । ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । କିନ୍ତୁ ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା … Read more