ଜିମ୍ବାୱେକୁ ୭୨ ରନ୍ରେ ହରାଇଲା ଭାରତ
ନୂଆଦିଲ୍ଲୀ: ଗୁରୁବାର ଟି୨୦ ବିଶ୍ୱକପର ସୁପର-୮ ମ୍ୟାଚ୍ ରେ ଜିମ୍ବାୱେ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଅଭିଷେକ ଶର୍ମା (୫୫) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୫୦*)ଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଟିମ୍ ଇଣ୍ଡିଆ ୨୦ ଓଭରରେ ଚାରି ୱିକେଟ୍ ହରାଇ ୨୫୬ ରନ କରିଥିଲା । ଜବାବରେ, ଜିମ୍ବାୱେର ଦଳ ନିର୍ଦ୍ଧାରିତ ଓଭରରେ ଛଅ ୱିକେଟ୍ ହରାଇ କେବଳ ୧୮୪ ରନ କରିପାରିଥିଲା । ସେମାନଙ୍କ ପାଇଁ ବ୍ରାଏନ୍ ବେନେଟ୍ … Read more