December 6, 2025 12:50 pm

ନୂଆ-ଓ କ୍ରୀଡା ଉତ୍ସବ ଉଦଘାଟିତ

ହିଞ୍ଜିଳିକାଟୁ: ଯୁବ ଏବଂ ଛାତ୍ର ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ଗୁରୁବାର ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ନୂଆ-ଓ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  ଜାନୁଆରୀ ୧୭ ରେ  ଲୋକାର୍ପଣ

ପୁରୀ: ଆସନ୍ତା ଜାନୁଆରି ୧୭ ତାରିଖ ଦିନ  ହେବାକୁଥିବା  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିଣ ଉତ୍ସବ ନିମନ୍ତେ ଆଜି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ  ଆମନ୍ତ୍ରଣ କରାଯାଇଛି।

ବନ୍ଦ ପଡିଛି ମୟୁରଭଞ୍ଜ ଆୟୁର୍ବେଦିକ କଲେଜ

ମୟୂରଭଞ୍ଜ: ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ନିମନ୍ତେ ଶିମିଳିପାଳ ଜୈବ ମଣ୍ଡଳରେ ପ୍ରଚୁର କଞ୍ଚାମାଲ ଉପଲବ୍ଧ ଥିବାରୁ ତାହାର ସଦ ବ୍ୟବହାର କରାଯାଇ ମୟୂରଭଞ୍ଜ ଜିଲାରେ ଏକ ବୃହତ ଆୟୁର୍ବେଦିକ ଔଷଧ କାରଖାନା ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେବ ଦାବୀ ହୋଇ ଆସୁଛି ।

୭୫ ତମ  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଉଦଯାପିତ 

NCC

ଭୁବନେଶ୍ଵର: ଓଡ଼ିଶାର କଟକ ଗ୍ରୁପ ଏନ.ସି.ସିର ଗ୍ରୁପ କମାଣ୍ଡର ତଥା ମୁଖ୍ୟ ଚୟନକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ୱରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ କାମ୍ପସ୍ ପରିସରରେ ଉଦଯାପିତ ହୋଇଯାଇଅଛି ।

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର  ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ରେ ବିଶିଷ୍ଠ ବ୍ୟକ୍ତି  ସମ୍ମାନିତ

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର  ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ରେ ବିଶିଷ୍ଠ ବ୍ୟକ୍ତି  ସମ୍ମାନିତ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ମନ୍ଦିର ପରିସରରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡା,ଗଞ୍ଜାମ, ପକ୍ଷରୁ  ରବିବାର ଦିନ ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହଁ ହେଇଯାଇଛି । 

ମୟୂରଭଂଜରେ ସୁନା ଖଣି

ବାରିପଦା: ଓଡିଶାର ମୟୂରଭଂଜ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁନା ପଥର ଥିବା ସୂଚନା ମିଳିଛି । ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ସର୍ବେକ୍ଷଣ ସଂସ୍ଥା ଏବଂ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜି.ଏସ.ଆଇ.) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇଛି

ବାରିପଦା: ଓଡିଶାର ମୟୂରଭଂଜ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁନା ପଥର ଥିବା ସୂଚନା ମିଳିଛି । ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ସର୍ବେକ୍ଷଣ ସଂସ୍ଥା ଏବଂ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜି.ଏସ.ଆଇ.) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇଛି

୫ଟି ଅଧକ୍ଷ୍ୟ ଭିକେ ପଣ୍ଡିଆନଙ୍କ ମୟୂଭଞ୍ଜ ଜିଲ୍ଲା ଗସ୍ତ

୫ଟି ଅଧକ୍ଷ୍ୟ ଭିକେ ପଣ୍ଡିଆନଙ୍କ ମୟୂଭଞ୍ଜ ଜିଲ୍ଲା ଗସ୍ତ

ବାରିପଦା: ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ ସମୀକ୍ଷା କରିବା ସହିତ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ । ବାରିପଦା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ନୂଆ ଓଡ଼ିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ । ନୂଆ-ଓ … Read more

୧୧ତମ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ

୧୧ତମ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ

  ଅନୁଗୁଳ: ସ୍ଥାନୀୟ ସଭାଘରେ ଚାଲିଥିବା ତ୍ରୀ ଦିବସୀୟ ସାତକୋଶିଆ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀମୃଦୂଳା ଠାକୁର ପ୍ରଧାନ।ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ନିଜ ଅଭିଭାଷଣରେ ନୃତ୍ୟ ସଙ୍ଗୀତ ରେ ରୁଚି ରଖିଥିବା ପ୍ରତ୍ୟେକ ଶିଶୁ ଓ ଯୁବ ପ୍ରତିଭା ମାନନଙ୍କୁ ଉପଯୁକ୍ତ ତାଲିମ ଦିଆଗଲେ ସେମାନେ ଦକ୍ଷ କଳାକାର ହୋଇ ଦେଶର ଟେକ ରଖିବେ ବୋଲି କହିଥିଲେ। … Read more

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠନଗରର ୪୦ତମ ବାର୍ଷିକୋତ୍ସବ

ବ୍ରହ୍ମପୁର: ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ନୀଳକଣ୍ଠନଗରର ପରିସର ମଧ୍ୟରେ ଅନୁଷ୍ଠାନର ୪୦ତମ ବାର୍ଷିକୋତ୍ସବ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସର୍ବପ୍ରଥମେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତୀ କର୍ଣ୍ଣଲ୍ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଦୀପପ୍ରଜ୍ୱଳନ ପୂର୍ବକ ବନ୍ଦନା ପ୍ରାର୍ଥନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଆଜିର ଶିଶୁ ଆଗାମି ଭାରତର ଭବିଷ୍ୟତ ।

ସାଇନୋସାଇଟିସ  ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

ସାଇନୋସାଇଟିସ  ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର: ସ୍ଥାନୀୟ ହରିହର ନଗରସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନଠାରେ ସାଇନୋସାଇଟିସ୍ ବା ନାସାଶୋଥ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭରଦ୍ୱାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ା. ନକୁଳ ସାହୁ କହିଲେ ଥଣ୍ଡାରେ ବୁଲିଲେ, ଥଣ୍ଡା ଖାଦ୍ୟ ପାନୀୟ, ଖଟା, ପ୍ରତିରୋଧକ ଶକ୍ତି ଅଭାବ ଓ ଭୂତାଣୁ ଜୀବାଣୁ ସଂକ୍ରମଣରୁ ନାସା ପଥଶୋଧ ହୁଏ । ମୁଣ୍ଡବ୍ୟଥା, ମୁଣ୍ଡ ଭାରି ଲାଗିବା, ଦୂରଦୃଷ୍ଟି ଦୁର୍ବଳ, ନାକରୁ ପାଣି ବୁହେ, ଅଳ୍ପ ଜ୍ୱର ରହେ, ଅଗ୍ନିମାନ୍ଦ୍ୟ ଲକ୍ଷ୍ୟଣ … Read more