December 6, 2025 5:11 pm

ଐତିହାସିକ ପଦକ୍ଷେପ: ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କଲେ ନବୀନ 

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ।

ଘସିପୁରାରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ 

ନବୀନ ଙ୍କ ବିକାଶ ରଥ କୁ ଆଗେଇ ନେବାକୁ କର୍ମୀମାଙ୍କୁ ଆହ୍ଵାନ ଦେଲେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର  କେନ୍ଦୁଝର: ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତୋ ଠାରେ ଏକ ବିଶାଳ କର୍ମୀ ସମାବେଶ ମହାସମାରୋହ ରେ ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବିଜେଡି ଯୁବ ନେତା ତଥା ଘସିପୁରା ବ୍ଲକ ପୂର୍ବତନ ଅଧକ୍ଷ ଦେବାଶିଷ ପାତ୍ର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ … Read more

ଜାଲ ଜାତିଗତ ପ୍ରମାଣ ଦେଇ ଡାକ୍ତର ଗିରଫ 

ବ୍ରହ୍ମପୁର: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ସଂରକ୍ଷଣ ସୁବିଧାରେ ମେଡିକାଲ ସିଟ୍ ହାତେଇଥିବା ନିଶ୍ଚେତକ ବିଭାଗ ଡାକ୍ତର ଦୁର୍ଗଦତ୍ତ ଜାନିଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଥାନା ପୁଲିସ।

ନୂଆ-ଓ କ୍ରୀଡା ଉତ୍ସବ ଉଦଯାପିତ 

ହିଞ୍ଜିଳିକାଟୁ : ତୃଣମୂଳ ସ୍ତରରେ ଯୁବ ଓ ଛାତ୍ର ମାନଙ୍କ ଭିତରେ ଲୁଚିରହିଥିବା ପ୍ରତିଭାର ଅନ୍ୱେଷଣ ସକାଶେ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ରାଜ୍ୟର…

ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ସାଧାରଣ ବୈଠକ, ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ସଭା କକ୍ଷରେ  ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

୫ଟି ଅଧକ୍ଷ୍ୟ କାର୍ତିକ ପଣ୍ଡିଆନ ଭଦ୍ରକ ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

ଭଦ୍ରକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତକରିଥିଲେ।

ଆହ୍ଵାନ ଟିଭି ଓଡିଆର ୫ ବର୍ଷ  ପୂର୍ତ୍ତି, ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଆହ୍ଵାନ ସେବା ସମ୍ମାନ 

Pravat Tripathy,Banki

ଭୁବନେଶ୍ଵର:ଅଗ୍ରଣୀ ଲୋକପ୍ରୀୟ ସାପ୍ତାହିକ ଏବଂ ୱେବ ମିଡ଼ିଆ ଆହ୍ବାନ ଟିଭି ଓଡ଼ିଆ ପକ୍ଷରୁ ୫ବର୍ଷ ପୂର୍ତ୍ତି ଅବସର ରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍  କିଆପଲ୍ଲା କଲ୍ୟାଣ ମଣ୍ଡପ ଠାରେ ଲୋକସେବା କ୍ଷେତ୍ରରେ..