ଟୋକିଓ ଏୟାରପୋର୍ଟରେ ଦୁର୍ଘଟଣା : ରନୱେ ରେ ଜଳିଗଲା ବିମାନ
ବିମାନଟି ଏକ ତଟରକ୍ଷୀ ବାହିନୀ ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା ଟୋକିଓ : ଜାପାନରେ ଅବତରଣ ସମୟରେ ଏକ ବିମାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଟୋକିଓ ବିମାନ ବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଜାପାନ ନ୍ୟୁଜ୍ ଏଜେନ୍ସି ଏନଏଚକେ ଏହି ଦୁର୍ଘଟଣା ସମ୍ପର୍କରେ ବଡ଼ ସୂଚନା ଦେଇଛି। ଏନଏଚକେ ସାମ୍ବାଦିକଙ୍କ କହିବାନୁସାରେ, ବିମାନଟି ଏକ ତଟରକ୍ଷୀ ବାହିନୀ ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। … Read more