ସ୍ୱାଧୀନ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ : ସମର୍ଥନ କରିବ ବିଜେପି
ଭୁବନେଶ୍ୱର: ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ଦିଲ୍ଲୀପ ରାୟ। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ତେବେ ଦିଲୀପଙ୍କୁ ସମର୍ଥନ କରିବା ନେଇ ଭାଜପା ଘୋଷଣା କରିଛି। ଭାଜପା ପାର୍ଟି ଅଫିସରେ ସାମ୍ୱାଦିକ ସମ୍ମିଳନୀ କରି ମନମୋହନ ସାମଲ କହିଛନ୍ତି, ଦିଲୀପଙ୍କୁ ଭାଜପା ଓଡ଼ିଶା ପ୍ରଦେଶ ପକ୍ଷରୁ ଆମେ ତାଙ୍କୁ ସମର୍ଥନ କରିବୁ। ଦିଲୀପ ନିଜେ ଉଦ୍ୟମ କରିବେ, ଦଳ ମଧ୍ୟ ପୂରା ସମର୍ଥନ ଦେବ। ଦିଲ୍ଲୀପ ନିଶ୍ଚିତ ବିଜୟୀ ହେବେ … Read more