ଭାରତୀୟ ଜାହାଜଗୁଡ଼ିକୁ ବି ହର୍ମୁଜ ଦେଇ ଯିବାକୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ: ଭାରତୀୟ ଜାହାଜଗୁଡ଼ିକୁ ବି ହର୍ମୁଜ ଦେଇ ଯିବାକୁ ଅନୁମତି ମିଳିନାହିଁ । ଇରାନର ନୌସେନା ଭାଗ୍ୟଲକ୍ଷ୍ମୀ ସମେତ ଦୁଇଟି ଭାରତୀୟ ଟ୍ୟାଙ୍କରକୁ ଆଗକୁ ବଢ଼ିବାରୁ ବାରଣ କରିଥିଲା । ଫଳରେ ଭାରତୀୟ ଟ୍ୟାଙ୍କର ସେଠାରୁ ଫେରିଆସିଛି ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଭାରତୀୟ ପତାକା ଲାଗିଥିବା ‘ଭାଗ୍ୟଲକ୍ଷ୍ମୀ’ ନାମକ ଟ୍ୟାଙ୍କର୍ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଇରାନ ନୌସେନା ଏହାକୁ ଯିବାକୁ ଅନୁମତି ଦେଇନଥିଲା । ଜାହାଜର କର୍ମଚାରୀମାନେ … Read more