ଓଡ଼ିଶା ହେଉଛି ନକ୍ସଲ ମୁକ୍ତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ‘ନକ୍ସଲ ମୁକ୍ତ ଓଡ଼ିଶା’ ଗଠନ କ୍ଷେତ୍ରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏହା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ ନେତୃତ୍ୱରେ ହୋଇଛି। ସୁରକ୍ଷା ବାହିନୀଙ୍କ ଅଦମ୍ୟ ସାହସିକତା ଏବଂ ମାଓ ନିପାତ ଅଭିଯାନରେ କନ୍ଧମାଳର ଶୀର୍ଷ ମାଓ ନେତାମାନେ ନିହତ ହେଉଥିବା ବେଳେ ସରକାରଙ୍କ ମାନବୀୟ ‘ପୁନର୍ବାସ ଯୋଜନା’ ଅନେକଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛି । ଯବାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଓ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା ମାଧ୍ୟମରେ … Read more