ହର୍ମୁଜରେ ମିସାଇଲ ଆକ୍ରମଣ, ୫ ଭାରତୀୟ ନାଗରିକ ସୁରକ୍ଷିତ ଉଦ୍ଧାର
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓମାନରେ ଥିବା ଭାରତୀୟ ଦୂତାବାସ କହିଛି ଯେ ସେମାନେ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ କରିଥିଲେ ଯାହା ଫଳରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟରେ ନିରନ୍ତର ସମର୍ଥନ ଏବଂ ସହାୟତା ପାଇଁ … Read more