ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ ଏବଂ ସଂରକ୍ଷଣ ମାନ୍ୟତାକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ସ୍ପଷ୍ଟୋକ୍ତି ଅନୁଯାୟୀ, କେବଳ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମାବଲମ୍ବୀମାନେ ହିଁ ଅନୁସୂଚିତ ଜାତି (SC) ମାନ୍ୟତା ପାଇବା ପାଇଁ ଯୋଗ୍ୟ। ଯଦି ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ କିମ୍ବା ଅନ୍ୟ କୌଣସି ଧର୍ମ ଗ୍ରହଣ କରନ୍ତି, ତେବେ ସେ ନିଜର ଅନୁସୂଚିତ ଜାତି ମାନ୍ୟତା ହରାଇବେ। ବିଚାରପତି ପି.କେ. ମିଶ୍ର ଏବଂ ବିଚାରପତି ଏନ.ଭି. ଅଞ୍ଜାରୀଙ୍କୁ ନେଇ ଗଠିତ … Read more