February 25, 2026 11:03 pm

ଦିନକ ପାଇଁ ଡେଲିଭରି ବୟ ହେଲେ ସାଂସଦ ରାଘବ ଚଢ଼ା

ନୂଆଦିଲ୍ଲୀ: ଶ୍ରୀଯୁକ୍ତ ରାଘବ ଚଢ଼ା ଅର୍ଡର୍ ହୋଇଥିବା ଜିନିଷ ନେଇ ନିଜେ ଗ୍ରାହକଙ୍କ ପାଖରେ ପହଁଚାଇ ସାଜିଛନ୍ତି ଡେଲିଭରି ବୟ। ଯାହାର ଭିଡ଼ିଓ ସେ ନିଜେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ବିଭିନ୍ନ କମ୍ପାନୀରେ କାମ କରୁଥିବା ଡେଲିଭରି ବୟଙ୍କ ସମସ୍ୟାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଥିବା ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ଦିନକ ପାଇଁ ସେମାନଙ୍କ ଜୀବନ ବଞ୍ଚିବାକୁ ଚେଷ୍ଟା କରିଛନ୍ତି । ହାଡ଼ଭଙ୍ଗା ଶୀତ ରାତିରେ କିପରି ଡେଲିଭରି … Read more

ଓଡ଼ିଶାର ବିଧାନସଭା ସିଟ୍ କ୍ଷମତା ୨୦୦କୁ ବଢିବ; ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ନୂଆ ବିଧାନସଭା ଗୃହ ଭତ୍ତିପ୍ରସ୍ତର ସ୍ଥାପନ ଅବସରରେ ଓଡ଼ିଶା ବିଧାନସଭାର ସିଟ୍ ସଂଖ୍ୟା ୧୪୭ରୁ ୨୦୦ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାରେ ବର୍ତ୍ତମାନ ୧୪୭ ସିଟ୍‌ ରହିଛି, ଡିଲିମିଟେସନ୍‌ରେ ସିଟ୍‌ ବଢ଼ିପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଫଳରେ ୩୦୦ ସଦସ୍ୟ ବସିବା ଭଳି କ୍ଷମତାର ନୂଆ ବିଧାନସଭା ନିର୍ମାଣ କରାଯାଉଛି । ଗୋଟିଏ କ୍ୟାମ୍ପସରେ ହିଁ ଏହି ନୂଆ ଲୋକସେବା ଭବନ ସହିତ ରାଜ୍ୟ ବିଧାନସଭା ରହିବବୋଲି ମନ୍ତ୍ରୀ … Read more

ମହାକାଶକୁ ଗଲା ଓଡିଶା ନିର୍ମିତ ପ୍ରଥମ ସାଟେଲାଇଟ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସ୍‌ଏଲ୍‌ଭି) ସି୬୨ ମିଶନର ଉତକ୍ଷେପଣ ହୋଇଛି । ଅନ୍ବେଷା ସହ ମହାକାଶକୁ ଗଲା ଓଡ଼ିଶା ନିର୍ମିତ ଉପଗ୍ରହ CGUSAT-1 । ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ ଯୋଗେ ଉତ୍‌କ୍ଷେପଣ ହୋଇଛି । ଅନ୍ବେଷା ସହ ୧୫ ଛୋଟ ସାଟେଲାଇଟ୍ ମଧ୍ୟରେ ରହିଛି CGUSAT-1 । ଭୁବନେଶ୍ବର ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ଦ୍ବାରା ନିର୍ମିତ CGUSAT-1 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା … Read more

ଗୋଟିଏ ସ୍ଥାନରେ ରହିବ ବିଧାନସଭା ଓ ଲୋକସେବା ଭବନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ଏଣିକି ଗୋଟିଏ ସ୍ଥାନରେ ରହିବ। ପ୍ରାୟ ୭୧.୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଭବ୍ୟ ପ୍ରକଳ୍ପ ପାଇଁ ସରକାର ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି। ଏହାର ମାଷ୍ଟରପ୍ଲାନ ଅନୁମୋଦନ ହୋଇସାରିଛି। ଏହି ନୂଆ ଭବନରେ ଭୂତଳ ପାର୍କିଂ ଭଳି ଆଧୁନିକ ସୁବିଧା ରହିବ। ଆଜି ମୁଖ୍ୟମନ୍ତ୍ରୀ ମୋଟ … Read more

କେନ୍ଦ୍ର ସରକାରଙ୍କ ଆପତ୍ତି ପରେ X ଡିଲିଟ କଲା ୬୦୦ ଆକାଉଣ୍ଟ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୬୦୦ ଆକାଉଣ୍ଟ ଡିଲିଟ କରିଛି ଏବଂ ୩,୫୦୦ରୁ ଅଧିକ ପୋଷ୍ଟ ତାର ପ୍ଲାଟଫର୍ମରୁ ହଟାଇ ଦେଇଛି। X ରେ ଅଶ୍ଳୀଳ ବିଷୟବସ୍ତୁ ଉପରେ କେନ୍ଦ୍ର ସରକାର ଆପତ୍ତି କରିବା ପରେ X ଏହି ପଦକ୍ଷେପ ନେଇଛି। X ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଏହା ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରକାଶ କରିବାକୁ ଦେବ ନାହିଁ ଏବଂ ସରକାରୀ ନିୟମ ପାଳନ କରିବ।ଭାରତ ସରକାର ଏକ୍ସର ଏଆଇ ଉପକରଣ, ଗ୍ରୋକ୍ ମାଧ୍ୟମରେ ଅଶ୍ଳୀଳ … Read more

ନ୍ୟୁଜିଲାଣ୍ଡକୁ ପ୍ରଥମ ଦିନିକିଆରେ ୪ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୦୧ ରନ୍‌ର ଟାର୍ଗେଟକୁ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଛି।ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୦୦ ରନ୍ କରିଥିଲା। ଜବାବରେ ଭାରତ ୬ ୱିକେଟ୍‌ ହରାଇ ଲକ୍ଷ୍ୟକୁ ପିଛା କରିଥିଲା। ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୯୩ ରନ୍‌ର ଏକ ମୂଲ୍ୟବାନ ଇନିଂସ ଖେଳିଥିଲେ। … Read more