December 6, 2025 12:34 pm

ରାଜସ୍ଥାନରୁ ବିସ୍ଫୋରକ ଭର୍ତ୍ତି ପିକ୍ଅପ୍ ଗାଡ଼ି ଜବତ

ନୂଆଦିଲ୍ଲୀ: ରାଜସ୍ଥାନ ପୋଲିସ ରାଜସମନ୍ଦରୁ ବିସ୍ଫୋରକ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରାଯାଇଛି । ଏହା ଏତେ ବିପଜ୍ଜନକ ଥିଲା ଯେ ଗୋଟିଏ ବିସ୍ଫୋରଣରେ ୧୦ କିଲୋମିଟର ଅଞ୍ଚଳକୁ ନଷ୍ଟ କରିଦେଇପାରିଥାନ୍ତା। ଫରିଦାବାଦ ମଡ୍ୟୁଲ୍ ଏବଂ ଦିଲ୍ଲୀ ବିସ୍ଫୋରଣ ପରେ ଦେଶରେ ପୁଣି ଏକ ବଡ଼ ଧରଣର ଆତଙ୍କବାଦ ଆକ୍ରମଣ ଟଳି ଯାଇଛି । ରାଜସମନ୍ଦର ଶ୍ରୀନାଥଜୀ ପୋଲିସ ଷ୍ଟେସନ ପିକଅପ୍ ଭ୍ୟାନ୍ ରୁ ଏହି ବିସ୍ଫୋରକ ଜବତ କରିଛି। । ଏହାକୁ ରାଜସ୍ଥାନର ଆମେଦରୁ ନାଥଦ୍ୱାରକୁ … Read more

ଭଙ୍ଗାଯିବ କଟକର ବିପଦସଙ୍କୁଳ କୋଠା; ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଘୋଷଣା

କଟକ: କଟକର ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକୁ ଶୀଘ୍ର ଭଙ୍ଗା ଯିବାପାଇଁ ଆଜି ଗୃହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବଡ଼ ସୂଚନା ଦେଇଛନ୍ତି। ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ଏକ ବିଶେଷ କମିଟି ଗଠନ କରାଯାଇଛି। ଏପରିକି କମିଟି ସଦସ୍ୟ କଟକ ମହାନଗର ନିଗମର ସବୁ ୱାର୍ଡରେ ସର୍ଭେ କରୁଛନ୍ତି। ସର୍ଭେ ପରେ ଚିହ୍ନଟ ବିପଦସଙ୍କୁଳ କୋଠା ମାଲିକଙ୍କୁ ନୋଟିସ କରାଯିବ। ପରବର୍ତ୍ତୀ ସମୟରେ ଆଇନ ଅନୁଯୟୀ କୋଠା ଭଙ୍ଗାଯିବ … Read more

ପୂର୍ବ ସରକାରରେ ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତି,ଏବେ ନଳ ଆଉ ଜଳ ଅଛି

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ଚତୁର୍ଥ ଦିନ। ଆଜି ପୂର୍ବ ସରକାର ଉପରେ ବର୍ଷିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ୍‌ କଲେ। ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ୍ ସୁଦ୍ଧା ବିଜେଡି ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ । ଆମେ … Read more

ରାଜଭବନର ନାଁ ହେଲା ‘ଲୋକଭବନ’

ଭୁବନେଶ୍ୱର: ରାଜଭବନର ନାଁ ହେଲା ଲୋକଭବନ। କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ କରାଯାଇଛି। ତେଣୁ ସୋମବାର ଠାରୁ ଏହା ସରକାରୀ ଭାବରେ କାର୍ଯ୍ୟ କାରି ହେବ ଏନେଇ ‘X’ ରେ ସୂଚନା ଦେଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ସେ କହିଛନ୍ତି, ‘‘ରାଜଭବନ ଏବେ ଲୋକଭବନ … Read more

ବିଜେଡି ଛାଡ଼ିଲେ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ

ଭଦ୍ରକ: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାସୁଦେବପୁର ବ୍ଳକ ଅଧ୍ୟକ୍ଷ ନଗେଦ୍ର ପ୍ରସାଦ ବିଶ୍ଵାଳ l ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ଜିଲ୍ଲା ସଭାପତି ଙ୍କୁ ପଠାଇଛନ୍ତି। ଦୁଇଦିନ ପୂର୍ବରୁ ଭଦ୍ରକ ଜିଲ୍ଲାର ତିନି ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି l ଦିନକୁ ଦିନ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଛି। ତେବେ ବର୍ତ୍ତମାନ ସେ କେଉଁ ରାଜନୈତିକ ଦଳରେ … Read more

ରାଜ୍ୟରେ ଆଜିଠାରୁ ସଂଗ୍ରହ ହେବ ଧାନ

ଭୁବନେଶ୍ୱର- ଆଜି ଠାରୁ ରାଜ୍ୟରେ ଧାନ କିଣା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଲୋକସେବା ଭବନ ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ଅବସରରେ ମିଲର୍ସ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା … Read more