କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ, ଅଭିଯୋଗ ଆଣିଲା ପରିବାର
ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତଶିଶୁର ବାପା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁରୁ ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ବାହାରେ ଡାକ୍ତରଙ୍କ ଗିରଫ ଦାବିରେ ପ୍ରତିବାଦ କରୁଛନ୍ତି । ଭୁଲ ଇଞ୍ଜେକସନ ଯୋଗୁ ୧୩ମାସର ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘରକୁ ଫେରିଯାଇଥିଲେ … Read more