December 6, 2025 1:10 pm

ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଅଭିଯୋଗ

ଭୁବନେଶ୍ୱର: ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ । ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଏବେ ସମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ୍‌‌ ଥାନାରେ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି । କଟକର ଜଣେ ବ୍ୟବସାୟୀ ବକେୟା ୪୮ ଲକ୍ଷ ଟଙ୍କା ଦେଉନଥିବା ଅଭିଯୋଗ । ଅନ୍ୟପଟେ ପାଲଟା ଅଭିଯୋଗ କଲା ଅଙ୍କିତଙ୍କ କମ୍ପାନୀ ଏମ୍ଫୋରିଆ ୱାର୍କସ୍ ପ୍ରାଇଭେଟ୍‌‌ ଲିମିଟେଡ୍ । ଏସ୍‌‌ଏସ୍‌‌ବି … Read more

ଏଲଭିଶ ଯାଦବଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସେଲିବ୍ରିଟି ଏବଂ ଲୋକପ୍ରିୟ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନା ହୋଇଥିବା ଖବର ମିଳିଛି। ହରିୟାଣାର ଗୁରୁଗ୍ରାମରେ ତାଙ୍କ ଘରେ ଗୁଳିଚାଳନା ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଆହତ ହୋଇନାହାଁନ୍ତି। ଏହି ଘଟଣା ଆଜି ସକାଳ ୫ଟାରେ ଘଟିଥିଲା। ବାଇକରେ ଆସି ଦୁର୍ବୃତ୍ତମାନେ ତାଙ୍କ ଘର ଉପରେ ଗୁଳି ଚଳାଇଥିଲେ। ଏଲଭିଶଙ୍କ ଘରେ ୧୦ ରୁ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଏଲଭିଶଙ୍କ ଘରେ ଗୁଳିଚାଳନା ଖବର ପାଇବା ପରେ ପୋଲିସ … Read more

ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି: ନୂଆପଡ଼ା ରେଳ ଷ୍ଟେସନ୍‌ ପାଖ ଏକ ଗଛରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମହିଳା କନେଷ୍ଟବଳ ଜଣକ ହେଲେ ରୁକ୍ମଣୀ ନାଗ । ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଝୁଲି ପଡ଼ିଥିବା ସୂଚନା ମିଳିଛି । ସେ ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଥିଲେ । ନୂଆପଡ଼ା ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟଡାକ୍ତରଖାନରେ ଭର୍ତ୍ତି କରାଇଛନ୍ତି । ତେବେ ମହିଳା ପୋଲିସ … Read more

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁଦାଗୀ ସାଂସଦଙ୍କ ତାଲିକା ମାଗିଲେ ସିଇଓ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସେପ୍ଟେମ୍ୱର ୯ ତାରିଖରେ ଭୋଟ ହବ। ହେଲେ ତା ପୂର୍ବରୁ ଅନେକ ପ୍ରକ୍ରିୟା ନିର୍ବାଚନ କମିସନଙ୍କ ପକ୍ଷରୁ କରାଯାଉଛି । ସେହି ଆଧାରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚିଠିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟର ଦାଗୀ ସାଂସଦଙ୍କ ତାଲିକା ମାଗିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ, ସିଇଓ । ଗତ ୧୪ ତାରିଖରେ ସିଇଓଙ୍କ ପକ୍ଷରୁ ଗୃହ ବିଭାଗ, ଖାଦ୍ୟ ଯୋଗାଣ ଓ … Read more

ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ BCCI ଆଣିଲା ନୂଆ ନିୟମ

ବିସିସିଆଇ ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ ‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ଆରମ୍ଭ କରିଛି। ଏହି ନିୟମ ୨୦୨୫-୨୬ ସିଜନରୁ ଲାଗୁ ହେବ ଏବଂ ମଲ୍ଟି-ଡେ ଫର୍ମାଟରେ ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ରିପ୍ଲେସମେଣ୍ଟ ଅନୁମତି ଦିଆଯିବ। ପନ୍ତଙ୍କ ଆଘାତ ଏହି ନିୟମ ପ୍ରଣୟନ ପାଇଁ BCCIକୁ ପ୍ରେରଣା ଦେଇଛି। ନୂଆ ନିୟମ ଅନୁଯାୟୀ ଯଦି କୌଣସି ଖେଳାଳି ମଲ୍ଟି-ଡେ’ ମ୍ୟାଚ୍‌ ସମୟରେ ଗମ୍ଭୀର ଆଘାତ ହେତୁ ମ୍ୟାଚ୍‌ ଛାଡ଼ିବାକୁ ପଡ଼େ, ତେବେ ଟିମ୍‌ ମ୍ୟାନେଜମେଣ୍ଟ ସମାନ … Read more