ପଦ୍ମ ଧରିଲେ ବିଜେଡି ଛାତ୍ରନେତା ସୌମ୍ୟ ପ୍ରକାଶ ବିଶ୍ୱାଳ

ଧର୍ମଶାଳା: ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଜଣକ ପରେ ଜଣେ ବିଜେଡ଼ି ଛାଡି ବିଜେପିରେ ମିଶୁଥିବା ବେଳେ ସୋମବାର ଏହି କ୍ରମରେ ଆଉ ଜଣେ ଛାତ୍ରନେତା ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି । ଧର୍ମଶାଳା ନିର୍ବାଚନମଣ୍ଡଳୀର ଛାତ୍ରନେତା ତଥା ଜିଲା ବିଜୁଛାତ୍ର ଜନତା ଦଳର ଉପସଭାପତି ସୌମ୍ୟ ପ୍ରକାଶ ବିଶ୍ଵାଳ ସୋମବାର ସକାଳେ ବିଜେଡ଼ି ଦଳ ଛାଡିଥିବା ବେଳେ ସନ୍ଧ୍ୟାରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ବିଜେପିରେ ଯୋଗ ଦେଇଛନ୍ତି । କିଛି ସ୍ୱାର୍ଥପର ନେତାଙ୍କ ପ୍ରୋତ୍ସାହନରେ … Read more

କେସିଙ୍ଗା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କେସିଙ୍ଗା: ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ସୋମବାର ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ପହଞ୍ଚିଥିଲେ । ତାଙ୍କୁ ପ୍ରଶାସନ ଓ ବିଭିନ୍ନ ମହିଳା ଗୃପ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଥମେ ବ୍ଲକର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନୀ କ୍ଷେତ୍ର ଯୋଗମାୟା ପୀଠକୁ ପରିଦର୍ଶନ କରିଥିଲେ। ପରେ କେସିଙ୍ଗା ଜଗନ୍ନାଥ ମନ୍ଦିରକୁ ପରିଦର୍ଶନ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଋଷି ସାହ ମୁଖ୍ୟମନ୍ତ୍ରୀ ସଭାଗୃହ ରେସିଟିଜେନ ଫୋରମ କେସିଙ୍ଗା ତରଫରୁ ଆୟୋଜିତ ବାର୍ଷିକ … Read more

ଓଡ଼ିଶା ହେଉଛି ନକ୍ସଲ ମୁକ୍ତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ନକ୍ସଲ ମୁକ୍ତ ଓଡ଼ିଶା’ ଗଠନ କ୍ଷେତ୍ରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏହା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ ନେତୃତ୍ୱରେ ହୋଇଛି। ସୁରକ୍ଷା ବାହିନୀଙ୍କ ଅଦମ୍ୟ ସାହସିକତା ଏବଂ ମାଓ ନିପାତ ଅଭିଯାନରେ କନ୍ଧମାଳର ଶୀର୍ଷ ମାଓ ନେତାମାନେ ନିହତ ହେଉଥିବା ବେଳେ ସରକାରଙ୍କ ମାନବୀୟ ‘ପୁନର୍ବାସ ଯୋଜନା’ ଅନେକଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛି । ଯବାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଓ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା ମାଧ୍ୟମରେ … Read more

ପୁଣି ନିର୍ବାଚନ ଲଢ଼ିବା ନେଇ ସବୁଜ ସଙ୍କେତ ଦେଲେ ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପୁଣି ନିର୍ବାଚନ ଲଢିବେ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମ ପାଖରେ ଶକ୍ତି, ସଂଗଠନ ଏବଂ ପଇସା ଅଛି । ଲୋକଙ୍କ ସହ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି । ପୁଣିଥରେ ଏଥର ଜଟଣୀରେ କଂଗ୍ରେସ ଆସିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୁଁ ଛାଡି ଦେଇଥିଲି ବୋଲି ୨୦୨୪ ନିର୍ବାଚନରେ କଂଗ୍ରେସ ଜଟଣୀରେ ହାରିଥିଲା । ଏଣିକି ଜଟଣୀରେ … Read more

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ଚିଠି…

ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଲେଖିଛନ୍ତି ଯେ, କୃଷି ହେଉଛି ଓଡିଶାର ଜୀବନରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି। ମଣ୍ଡିରେ ଚାଷୀଙ୍କୁ ହଇରାଣ କରାଯାଉଛି। ୧୫୦ କ୍ଵିଣ୍ଟାଲ ଉପରେ ଇନପୁଟ୍ ସବସିଡି ଅଙ୍କୁଶ, ଧାନର ଅଭାବୀ … Read more

ଓଡିଶା ବିଦ୍ୟୁତ୍ କର୍ମଚାରୀ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇବେ

ଭୁବନେଶ୍ୱର: ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡିଶା ବିଦ୍ୟୁତ୍ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ। ୧୩ ତାରିଖ ଦିନ ଟିପିସିଓଡିଏଲର ୨୦ଟି ଡିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୭ରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା ଚାଲୁ ରହିବ। କର୍ମଚାରୀଙ୍କଠାରୁ ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳ କରିବାକୁ ମହାମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। କର୍ମଚାରୀଙ୍କ ଇପିଏଫ୍ ଟଙ୍କା ପଇଠ ନହେବା, ମୂଳସ୍ତରର ପଦବୀ ପୂରଣ ନ … Read more

ଡାକ୍ତରୀ ନାମଲେଖା ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ : ଏନଟିଏର ବିଜ୍ଞପ୍ତି ଅନୁଯାୟୀ, ମେଡିକାଲ ଶିକ୍ଷାନୁଷ୍ଠାନରେ ସ୍ନାତକ ନାମଲେଖା ପାଇଁ ସାରା ଦେଶରେ ନିଟ୍-ୟୁଜି ୨୦୨୬ ଅନୁଷ୍ଠିତ ହେବ । ଏଥିପାଇଁ ଆବେଦନ ରବିବାରଠୁ ଆରମ୍ଭ ହୋଇଛି । ମାର୍ଚ୍ଚ ୮ ତାରିଖ ଯାଏ ଅନଲାଇନ ଆବେଦନ ଚାଲିବ । ମାର୍ଚ୍ଚ ୧୦ରୁ ୧୨ ତାରିଖ ଯାଏ ଅନ୍ଲାଇନ ଆବେଦନପତ୍ରର ସଂଶୋଧନ ସୁଯୋଗ ପ୍ରଦାନ କରାଯିବ । ମେ ୩ ତାରିଖରେ ଏହି ନିଟ୍-ୟୁଜି ପରୀକ୍ଷା ହେବ । ଅପରାହ୍ନ ୨ଟାରୁ ସଂଧ୍ୟା ୫ଟା … Read more

ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍‌ରୁ ବଞ୍ଚିତ କରାଯାଇପାରିବ ନାହିଁ:ହାଇକୋର୍ଟ

କଟକ: ଦୀର୍ଘ ଦଶନ୍ଧି ଧରି ସେବା ଯୋଗାଇବା ପରେ କୌଣସି ବୈଷୟିକ କାରଣ ଦର୍ଶାଇ ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍‌ରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ l ଜଷ୍ଟିସ ମାନସ ରଞ୍ଜନ ପାଠକ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ହିମାଦ୍ରି ଶେଖର ମହାନ୍ତିଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେବା ସହ ବାଲେଶ୍ବର ଜିଲା ଜଜ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା … Read more

୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ଶୁଭାରମ୍ଭ

କଟକ: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ର ଶୁଭାରମ୍ଭ ହୋଇଯାଇଛି । କ୍ରାଉମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ତେବେ ଏହି ଚାମ୍ପିଆନସିପ୍ରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୩୬ଟି ପୋଲିସ ଟିମ୍ ଅଂଶଗ୍ରହଣ କରିଛନ୍ତି । ମୋଟ ୫୦୨ ଖେଳାଳି ସାମିଲ ହୋଇଛନ୍ତି । … Read more

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ହେବାକୁଥିବା ବାର୍ଷିକ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ତ୍ରୁଟି କିମ୍ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ସ୍ପଷ୍ଟ ଚେତାବନୀ ଦିଆଯାଇଛି। ଚଳିତ ମାସ ଫେବୃଆରୀ ୧୮ ତାରିଖରୁ ବାର୍ଷିକ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୧୯ ତାରିଖରୁ ମାଟ୍ରିକ ଏବଂ … Read more